ବଲାଙ୍ଗିର:ରାଜ୍ୟବ୍ୟାପୀ କରୋନା ସଂକ୍ରମଣ ଯୋଗୁ ଲକ୍ ଡାଉନ୍ । ଏହି ସମୟରେ ବଲାଙ୍ଗିରରେ ଥିବା ଡେଲି ମାର୍କେଟରେ ପରିବା ବିକାଳୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବଲାଙ୍ଗିର ପୌର ପ୍ରଶାସନ ଦ୍ବାରା ଡେଲି ମାର୍କେଟରେ ଲଗାଯାଇଥିବା ବେରିକେଡ୍ କୁ ବିରୋଧ କରି ପନିପରିବା ବିକାଳୀ ମାନେ ରାସ୍ତା ମଝିରେ ପନିପରିବା ଫିଙ୍ଗି ବିରୋଧ ପ୍ରଦର୍ଶନ କରିଛନ୍ତି । ଡେଲି ମାର୍କେଟକୁ ସବୁ ଆଡୁ ବାଉଁଶ ବାନ୍ଧି ରାସ୍ତା ବନ୍ଦ କରିଦିଆଯାଇଥିବା ବେଳେ ଲୋକଙ୍କୁ ଗାଡ଼ି ନେଇ ଡେଲି ମାର୍କେଟ୍ ଭିତରକୁ ଯିବାକୁ ଅନୁମତି ଦିଆଯାଇନଥିଲା । ତେବେ ଜନସାଧାରଣଙ୍କ ସହିତ ପରିବା ବିକାଳୀ ମାନଙ୍କୁ ମଧ୍ୟ ଭିତରକୁ ଦିଆଯାଉନଥିବା ଅଭିଯୋଗ କରିଥିଲେ । ପୁଣି ବୁଧବାର ସକାଳୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଆସି ରାସ୍ତା କଡ଼ରେ ପରିବା ବିକ୍ରି କରିବାକୁ ମନା କରିଥିଲେ ଯାହାକୁ ନେଇ ପରିବା ବିକାଳୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।..
BREAKING NEWS
- ବିଡିଏ ପକ୍ଷରୁ ‘ଏକାମ୍ର ୱାକ୍’; ମୁଖ୍ୟ ଆକର୍ଷଣ ରହିବ ବୌଦ୍ଧର ଶବର ଶବରୁଣୀ ନାଟ
- Naxal Encounter: ଏହି ଜିଲ୍ଲାରେ ଦେଖାଦେଇଛି ମାଓ ଗତିବିଧି… ଜଙ୍ଗଲରେ ସୁରକ୍ଷାକର୍ମୀ -ମାଓବାଦୀ ମୁହାଁମୁହିଁ
- ୧୬ ମାସରେ ସରକାରୀ କଲେଜରୁ ରାଗିଂ ଜନିତ ୮ ଅଭିଯୋଗ: ମନ୍ତ୍ରୀ
- ୨୦୨୫ରେ ଭାରତୀୟମାନେ ଗୁଗୁଲରେ ଅଧିକ କଣ କରିଥିଲେ ସର୍ଚ୍ଚ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
- କାହିଁକି ଫିଲ୍ମ ସାଇନ୍ କରୁନଥିଲେ ଐଶ୍ୱର୍ଯ୍ୟା, ଖୁଲାସା କଲେ ଅଭିନେତ୍ରୀ…
- ଆମେରିକା ଲୋକ ଅଧିକ କିଣୁଛନ୍ତି Made In India ସ୍ମାର୍ଟଫୋନ୍, ଜାଣନ୍ତୁ କାହିଁକି…
- ୧୦୦ ବର୍ଷରେ ଡା. ଲକ୍ଷ୍ମୀ ବାଈ; ଏମ୍ସକୁ ୩ କୋଟି ୪୦ ଲକ୍ଷ ଦାନ କରିଥିଲେ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
- ପୁଟିନଙ୍କ ରୁଷିଆରେ ଭାରତର ୧୦୦ ଟଙ୍କା ହୋଇଯାଏ କେତେ?
- Temple money belongs to deity: ମନ୍ଦିରର ଟଙ୍କା କାହାର? ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ
- IndiGo ପାଇଲଟଙ୍କୁ କେତେ ମିଳେ ଦରମା? ଜାଣିଲେ ହୋଇଯିବେ କାବା !
Comments are closed.