Latest Odisha News

BREAKING NEWS

ମାଲକାନଗିରିରେ ଲାଲବାହୀନିର ତୁମୂଳକାଣ୍ଡ; ଜାଳିଦେଲେ ଜେସିବି ଓ ଟିପର

ମାଲକାନଗିରି; ପୁଣି ମାଲକାନଗିରିରେ ମାଓବାଦୀଙ୍କ ତୁମୂଳ କାଣ୍ଡ। ଜାଳିଦେଲେ ଜେସିବି ଓ ଟିପର୍। ମାଲକାନଗିରି ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାରେ ଘଟିଛି ଏହି ଘଟଣା ।

ସୂଚନାନୁସାରେ, ଛତିଶଗଡ଼ ଦାନ୍ତେୱାଡା ନେରଲିରୁ ବଚେଲୀ ରାସ୍ତାରେ ରେଳ ଲାଇନ୍ ପାଇଁ କାର୍ଯ୍ୟ ଜାରି ରହିଥିବା ବେଳେ ଏହା ବିରୋଧରେ ଭେରମଗଡ ଏରିଆ କମିଟିର ୧୫-୨୦ ଜଣ ସଦସ୍ୟ ରେଳ ଲାଇନ୍‌ କାର୍ଯ୍ୟରେ ନିୟୋଜିତ ଗାଡ଼ିକୁ ସମ୍ପୂର୍ଣ ଜଳିଦେଇଛନ୍ତି। ଯାହାଫଳରେ ଜେସିବି ଓ ଟିପର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.