ଚଣ୍ଡୀଗଡ଼ : ନୂଆ ପଞ୍ଜାବ କ୍ୟାବିନେଟରେ ଶପଥ ନେଲେ ଆପର ୧୦ ଜଣ ବିଧାୟକ । ଆଜି ଚଣ୍ଡିଗଡ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା ।ଏହି ଅବସରରେ ଆମ ଆଦମୀ ପାର୍ଟିର ୧୦ ଜଣ ବିଧାୟକ ମନ୍ତ୍ରୀରୂପେ ଶପଥ ଗ୍ରହଣ କରିଛନ୍ତି । ଶନିବାର ଦିନ ୧୧.୧୦ ମିନିଟରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନ କରାଯାଇଥିଲା । ଆଜି ଶପଥ ଗ୍ରହଣ କରିଥିବାଆପ୍ ବିଧାୟକ ମାନେ ହେଉଛନ୍ତି ହରପାଲ ସିଂହ ଚୀମା , ଡାକ୍ତର ବଲଜିତ କୌର ,ଡାକ୍ତର ବିଜୟ ସିଙ୍ଗଲା, ହରଭଜନ ସିଂହ , ଲାଲଚାନ୍ଦ କାଟରୁଚକ୍ , ଗୁରମୀତ୍ ସିଂହ ମୀତ ହାୟର , କଲୁଲଦୀପ ସିଂହ ଧାଲିୱାଲା , ଲାଲଜିତ୍ ସିଂହ ଭୁଲୁର , ହରିଓତ ସିଂହବେନସ୍ ଓ ବ୍ରାମ୍ ଶଙ୍କେର୍ । ଏହି ଶପଥ ଗ୍ରହଣ ଉତ୍ସବ ବହୁ ସମୟ ଧରି ଚାଲିଥିଲା ।
BREAKING NEWS
- ଏପ୍ରିଲରେ ରିଲିଜ ହେବ ଓଡ଼ିଆ ଫିଲ୍ମ‘ବିନ୍ଦୁସାଗର’;ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ହୋଇଥିଲା ବିଶ୍ବ ପ୍ରିମିୟର
- Dhurandhar 2: ସିନେମାରେ ଅସଲି ବାହୁବଳୀ ‘ଧୁରନ୍ଧର ୨’, ଗୋଟିଏ ସପ୍ତାହରେ ଛାପିଲା ୧୦୦୦ କୋଟି
- ଆସିଲା ୩ ବର୍ଷିଆ ନୂଆ ଅବକାରୀ ନୀତି: ବଡ଼ଦାଣ୍ଡରେ ଖୋଲିବନି ମଦ ଦୋକାନ, ଆଉ ହେବନି…
- ଆସନ୍ତା ସୋମବାର ଯାଏଁ ବିଧାନସଭା ମୁଲତବୀ
- MLA Salary Hike Bill: ବଢ଼ିବନି ବିଧାୟକଙ୍କ ଦରମା, ବିଲ୍ ପ୍ରତ୍ୟାହାର ନେଇ ପ୍ରକିୟା ଆରମ୍ଭ
- ବିଦେଶୀ ପଞ୍ଜୀକରଣ, ଇମିଗ୍ରେସନ ଏବଂ ଭିଜା ଟ୍ରାକିଂ ସିଷ୍ଟମ ଜାରି ରଖିବାକୁ କ୍ୟାବିନେଟ ମଞ୍ଜୁରି
- `Operation Sindoor` Film: ଖୁବଶୀଘ୍ର ଅପରେସନ୍ ସିନ୍ଦୁର ଫିଲ୍ମ, ବଡ଼ ପରଦାକୁ ଆଣିବେ ବିବେକ ଅଗ୍ନିହୋତ୍ରୀ
- ଆଇପିଏଲ: ଆୟୋଜିତ ହେବନି ଉଦଘାଟନୀ ସମାରୋହ
- ଭାରତକୁ ୟୁରୋପୀୟ ସଂଘର ଝଟକା
- ଆଇପିଏଲ: ଜାତୀୟ ଦଳରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟରେ ରହିବେ ଏହି ୫ ଅଧିନାୟକ
Comments are closed.