ଜଳେଶ୍ୱର: ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ କମ୍ବାଇନ ଗ୍ରାଜୁଏଟ ଲେଭଲ ପ୍ରଶ୍ନପତ୍ର ଡିଲ ବେଳେ ଚଢ଼ାଉ । ସାଇବର ପୋଲିସ ଓ ତାଳସୀରରେ ମେରାଇନ ପୋଲିସର ୨୦ ଜଣିଆ ଟିମ ଦୀଘାର ଏକ ଘରୋଇ ହୋଟେଲରେ ଚଢାଉ କରିଥିଲା । ଚଢାଉ ବେଳେ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଅଟକ ରଖାଯାଇଛି । ମୁଖ୍ୟ ଅଭିଯୁକ୍ତ ଭୁବନେଶ୍ୱର ଅଞ୍ଚଳରେ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଦୀଘାର ଏକ ଘରୋଇ ହୋଟେଲରେ ୧୦ଲକ୍ଷ ଟଙ୍କାରେ ପ୍ରଶ୍ନ ପତ୍ର ବିକ୍ରି ପାଇଁ ଡ଼ିଲ ହେଉଥିଲା l ବିଶେଷସୂତ୍ରରୁ ଖବରପାଇ ଚଢ଼ାଉ କରିଥିଲା ପୋଲିସ l ଘଟଣାସ୍ଥଳରୁ ୬ଟି କାର ସହ ଏକ ଘରୋଇ ବସ ଜବତ କରାଯାଇଛି l ଜବତ ହୋଇଥିବା ବସରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୪୦ରୁ ଅଧିକ ପରୀକ୍ଷାର୍ଥୀ ଥିବା ସୂଚନା ମିଳିଛି l ତେବେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଅଟକ ରଖିଛି ପୋଲିସ l ତା ସହ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ l ପରୀକ୍ଷାର୍ଥୀ ରହିଥିବା ସୂଚନା ମିଳିଛି l ଘଟଣାର ଅଧିକ ତଦନ୍ତ କରୁଛି ବାଲେଶ୍ୱର ପୋଲିସ l
BREAKING NEWS
- Clashes Erupt During Ram Navami:ମୁର୍ଶିଦାବାଦରେ ରାମନବମୀ ଶୋଭାଯାତ୍ରା ସମୟରେ ୩ସ୍ଥାନରେ ହିଂସାକାଣ୍ଡ, ୧୪୪ ଧାରା ଲାଗୁ
- ପଶ୍ଚିମ ଏସିଆ ବିବାଦ ଉପରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ, କହିଲେ…
- Balugaon Dhaba: ଢାବାରେ ଭିନ୍ନକ୍ଷମ କର୍ମଚାରୀଙ୍କ ମର୍ଡର ଘଟଣା;ଦୁଇ ହତ୍ୟାକାରୀ ଗିରଫ
- ଆଇସିଏମ୍ଏଆଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଇନ୍କମ୍ ଟାକ୍ସ-୨୦୨୫ ସମ୍ପର୍କୀତ ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
- ଜାତୀୟ ନାଟକ ଉତ୍ସବ “ପୂର୍ବରଙ୍ଗ-୨୦୨୬”ଆରମ୍ଭ
- Massive Avalanche: ଶ୍ରୀନଗର-ଲେହ ରାଜପଥରେ ହିମସ୍ଖଳନ; ୬ମୃତ, ଅନେକ ଆହତ
- ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ ୧୦,୫୯୯ କୋଟି ଟଙ୍କାର ରେକର୍ଡ ବ୍ୟୟବରାଦ: ରେଳମନ୍ତ୍ରୀ
- ପୂର୍ବତନ ସାଂସଦ ଓ ବିଧାୟକ ନାରାୟଣ ସାହୁଙ୍କ ପରଲୋକ
- Governor congratulated General Dwivedi:ରାଜ୍ୟପାଳଙ୍କୁ ଭେଟିଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ
- Middle East conflict: ମଧ୍ୟପ୍ରାଚ୍ୟ ସଙ୍କଟ ଉପରେ ସରକାରଙ୍କ ବଡ ଆକ୍ସନ;ଗଠନ ହେଲା ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି
Comments are closed.