Latest Odisha News

BREAKING NEWS

Browsing Tag

Ossc Scam

CGL ପ୍ରଶ୍ନପତ୍ର ଡିଲ ବେଳେ ପୋଲିସର ରେଡ: ୧୦ ଦଲାଲ ଗିରଫ

ଜଳେଶ୍ୱର: ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଆୟୋଜିତ କମ୍ବାଇନ ଗ୍ରାଜୁଏଟ ଲେଭଲ ପ୍ରଶ୍ନପତ୍ର ଡିଲ ବେଳେ ଚଢ଼ାଉ । ସାଇବର ପୋଲିସ ଓ ତାଳସୀରରେ ମେରାଇନ ପୋଲିସର ୨୦ ଜଣିଆ ଟିମ ଦୀଘାର ଏକ ଘରୋଇ ହୋଟେଲରେ ଚଢାଉ କରିଥିଲା । ଚଢାଉ ବେଳେ ଜଣେ ମହିଳାଙ୍କ ସମେତ ୧୦ ଜଣ ଦଲାଲଙ୍କୁ ଅଟକ ରଖାଯାଇଛି ।…

ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ପାର୍ଥଙ୍କ ପରେ ଆଉ କିଏ?

ସମ୍ବାଦ ଓଡ଼ିଶା ବ୍ୟୁରୋ:  ଆମ ଦେଶରେ ସରକାରୀ ଚାକିରିରେ ନିଯୁକ୍ତି ବେଳେ ଟଙ୍କା ଦିଆ ହୁଏ, ଏହା ଅଳ୍ପେ ବହୁତେ ସମସ୍ତେ ଜାଣନ୍ତି, ଅନେକ ଆଶାୟୀ ମଧ୍ୟ ଅଭିଯୋଗ କରନ୍ତି । ଏକଥା ବି ଶୁଣାଯାଏ ବିନା ଲାଂଚରେ ସରକାରୀ ଚାକିରି ହୁଏ ନାହିଁ । ଆଗରୁ ଅନେକ ଚାକିରିରେ ଲାଂଚ, ମାଛ, ମାଂସ ଦିଆ ନିଆ…

ସରିଲା ରିମାଣ୍ଡ, ଜେଲ୍ ଗଲେ କୋଟିପତି ପିଏସ ବିରଞ୍ଚି ସାହୁ

ଭୁବନେଶ୍ବର : ଜେଲଗଲେ କୋଟିପତି ପିଏସ ବିରଞ୍ଚି ସାହୁ । ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରିଥିଲା ଭିଜିଲାନ୍ସ । ଏହାପରେ କୋଟିପତି ବିରଞ୍ଚି ସାହୁଙ୍କୁ ଜେଲକୁ ପଠାଇ ଦିଆଯାଇଛି । ରିମାଣ୍ଡ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ । ତାଙ୍କ ବ୍ୟାଙ୍କ…