Latest Odisha News

BREAKING NEWS

ରାଜ୍ୟର ୧୦ଟି ଜିଲ୍ଲାରେ ଖୋଲିବ ଆଉ ୧୦ଟି ନର୍ସିଂ କଲେଜ୍

ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ଅଧିକ ନର୍ସିଂ କଲେଜ । ୬୦୦ ସିଚ୍ ବିଶିଷ୍ଟ ନର୍ସିଂ କଲେଜ ସ୍ଥାପନ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ୧୦ଟି ଜିଲ୍ଲାରେ ୬୦ଟି ସିଟ୍ ଲେଖାଏ କଲେଜ ସ୍ଥାପନ କରାଯିବ । ଏହି ୧୦ ଜିଲ୍ଲା ହେଉଛି ମୟୂରଭଞ୍ଜ, ବଲାଙ୍ଗିର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡା, ପୁରୀ, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର ଓ ଯାଜପୁର । ଏହାଦ୍ୱାରା ରାଜ୍ୟରେ ସ୍ୱାସ୍ଥ୍ୟସେବା ଅଧିକ ସୁଦୃଢ଼ ହୋଇପାରିବ ।

Leave A Reply

Your email address will not be published.