Latest Odisha News

BREAKING NEWS

ସୋସିଆଲ ମିଡିଆରେ ବଢୁଛି ୟୁପି ସିଏମ୍‌ଙ୍କ ଲୋକପ୍ରିୟତା; ୪ ମାସରେ ଫଲୋଅର୍ସଙ୍କ ସଂଖ୍ୟା ୧ ମିଲିୟନକୁ ବୃଦ୍ଧି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ସୂଚନା ଅନୁଯାୟୀ ଗତ ଚାରି ମାସ ମଧ୍ୟରେ କୁ ଆକାଉଣ୍ଟରେ ଯୋଗୀ ଆଦିତ୍ୟନାଥଙ୍କ ଫଲୋଅର୍ସ ସଂଖ୍ୟା ପ୍ରାୟ ୧ ମିିଲିୟନ୍‌କୁ ବୃଦ୍ଧି ପାଇଛି।

ଯୋଗୀ ଆଦିତ୍ୟନାଥଙ୍କ କୁ ଆକାଉଣ୍ଟ ଫେବୃଆରୀ ୨୦୨୧ ରେ ଖୋଲା ଯାଇଥିଲା। ଏହାର ମାତ୍ର ୪ ମାସ ମଧ୍ୟରେ ଯୋଗୀଙ୍କ ଅନୁଗାମୀଙ୍କ ସଂଖ୍ୟା ପ୍ରାୟ ୧ ମିଲିୟନ୍‌ରେ ପହଞ୍ଚିଛି।

Leave A Reply

Your email address will not be published.