ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ । କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି । ଏଥିରେ ୧୦ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରୁ ୪ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ତେବେ କେମିତି ଓ କେଉଁ ପରିସ୍ଥିତିର୍ ଗ୍ୟାସ୍ ଲିକ୍ ହେଲା ତାହା ଜଣା ପଡିନି ।
BREAKING NEWS
- ନୂଆ ବର୍ଷରେ ଶ୍ରୀକ୍ଷେତ୍ର ଜଗିବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ
- ଦିିନିକିଆ ଦଳରେ ସ୍ଥାନ ପାଇବା ପାଇଁ ବିଜୟ ହଜାରେ ଟ୍ରଫିକୁ ଟାର୍ଗେଟ କରୁଛନ୍ତି ଅଭିଷେକ
- Cases Registered: ଏହି ସହରରେ ବର୍ଷକରେ ରୁଜୁ ହୋଇଛି ୯ ହଜାର ୨ ଶହ କେସ୍
- ବୁଲା କୁକୁରଙ୍କ ଗଣତି କରିବେ କି ଶିକ୍ଷକ; ଉତ୍ତର ରଖିଲେ ସରକାର…
- ନନ୍ଦନକାନନର ୬୬ ତମ ପ୍ରତିଷ୍ଠା ଦିବସ; ନୂଆ ଜନ୍ତୁଙ୍କୁ ନାଁ ଦେଲେ ମନ୍ତ୍ରୀ
- ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଖେଳି ନ ପାରନ୍ତି ହାର୍ଦ୍ଦିକ, ବୁମରାହ
- Encounter: ବଡ଼ ଧରଣର ଏନକାଉଣ୍ଟର, ସେନା ଗୁଳିରେ ୬ ଆତଙ୍କବାଦୀ ନିପାତ
- Attacked again in Bangladesh: ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କ ଉପରେ ଆକ୍ରମଣ, ଜାଳିଦେଲେ ହିନ୍ଦୁଙ୍କ ଘର
- ଜାଡରେ ଥରୁଛି ଓଡ଼ିଶା; ଜି ଉଦୟଗିରିରେ ସବୁଠୁ ଅଧିକ ଥଣ୍ଡା…
- Konark Temple: ଡିସେମ୍ବର ୩୦ରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼
Comments are closed.