Latest Odisha News

BREAKING NEWS

Browsing Tag

Rourkela Steel Plant

ଜୀବନକୁ ବିପଦରେ ପକାଇ ଜୀବିକା; ତଥାପି ଖଣି ଓ ଇସ୍ପାତ କର୍ମଚାରୀଙ୍କୁ ନାହିଁ କୋଭିଡ୍ ସହାୟତା

ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ମହଲରେ ଭୟ ପ୍ରଭାବୀ ଢଙ୍ଗରେ ପ୍ରତିବାଦ କରୁନାହାନ୍ତି ଶ୍ରମିକ ସଂଗଠନ ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ପ୍ରତିଷ୍ଠା ଉପରେ ପ୍ରଶ୍ନବାଚୀ କର୍ମଚାରୀଙ୍କ ଆସ୍ଥା ଫେରିବା ଜରୁରୀ ରାଉରକେଲା: କରୋନାର ପ୍ରଥମ ଲହର ହେଉ କି ଏବେ ଚାଲିଥିବା ଦ୍ଵିତୀୟ ଲହର; …

ରାଉରକେଲା ଷ୍ଟିଲ ପ୍ଲାଣ୍ଚରେ ଅଗ୍ନିକାଣ୍ଡ

ରାଉରକେଲା: ବିଳମ୍ବିତ ରାତିରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଛି । ଆରଏସପିର SMS-୨ରେ ସ୍ଲାଗ ବଏଲର ଫାଟି ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ସ୍ଲାଗ ବଏଲର କଣ୍ଟ୍ରୋଲ ରୁମ୍‌ର ଅନେକ ଯନ୍ତ୍ରପାତି, ବିଦ୍ୟୁତ୍ ସରଞ୍ଜାମ ପୋଡ଼ି ଯାଇଛି । ତେବେ ଏଥିରେ କୌଣସି କର୍ମଚାରୀଙ୍କର କିଛି…

RSP ଗ୍ୟାସ ଲିକ୍ ଟ୍ରାଜେଡୀ: ଆଉ ଜଣେ ଅଫିସର ନିଲମ୍ବିତ

ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ ଲିକ ଘଟଣାରେ କାର୍ଯ୍ୟାନୁଷ୍ଠାନ । ସେଫ୍ଟି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜର ସ୍ମୃତିରଞ୍ଜନ ସାହୁ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବନ କଲେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସିଇଓ । ଗ୍ୟାସ୍ ଲିକ୍ ଘଟଣାରେ ଏଯାଏ ତିନି ଜଣଙ୍କୁ…

ଆରଏସପି ଗ୍ୟାସ ଲିକ୍ ଘଟଣା: ୨ ଡିଜିଏମ ନିଲମ୍ବିତ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୨ ଡିଜିଏମଙ୍କୁ ନିଲମ୍ବିତ କରାଯାଇଛି । । କାର୍ଯ୍ୟରେ ଅବହେଲା ପାଇଁ ଏମାନଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଦୁଇ ଅଧିକାରୀ ହେଲେ ଇଏମ୍‌ଡି ବିଭାଗର ଗୋପବନ୍ଧୁ ବାରିକ ଓ ସିସିଡି ମେକାନିକାଲର…

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‍, ୨ କର୍ମଚାରୀ ମୃତ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‍ । କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି । ଏଥିରେ  ୨ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ଆଇଜିଏଚ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି । ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର…

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‍, ୧୦ କର୍ମଚାରୀ ଅସୁସ୍ଥ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‍ । କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି । ଏଥିରେ ୧୦ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି । ଅସୁସ୍ଥଙ୍କ ମଧ୍ୟରୁ ୪ କର୍ମଚାରୀଙ୍କ ଅବସ୍ଥା ଗୁରୁତର…