Latest Odisha News

କାର୍ଯ୍ୟକ୍ଷମ ହେଲା ଭୀମସାରର ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ସମ୍ବଲପୁର: ଆଜିଠାରୁ ବୁର୍ଲାର ଭୀମସାର ଠାରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ଏହି ଡାକ୍ତରଖାନାରେ ୨୦ ଟି ଆଇସିୟୁ ଶଯ୍ୟା ଏବଂ ଏହା ପାଇଁ ସମସ୍ତ ଆବଶ୍ୟକୀୟ ସୁବିଧାମାନ ରାହିଛି।

ଏହା ବ୍ୟତୀତ କୋରାପୁଟରେ ୭୦ ଶଯ୍ୟା ବିଶିଷ୍ଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲର ମଧ୍ୟ କାର୍ଯ୍ୟକ୍ଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହି ଡାକ୍ତରଖାନାଗୁଡ଼ିକ ପଶ୍ଚିମ ଏବଂ ଦକ୍ଷିଣ ଓଡିଶା ଅଞ୍ଚଳର ରୋଗୀଙ୍କ ପାଇଁ ସହାୟକ ହେବ।

Leave A Reply

Your email address will not be published.