Latest Odisha News

BREAKING NEWS

ଦେଶରେ ୨୪ ଘଣ୍ଟାରେ ୧୨୭୦ ନୂଆ ଆକ୍ରାନ୍ତ ଚିହ୍ନଟ , ୩୧ ମୃତ

ଦେଶରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା

ଦିଲ୍ଲୀ : ଦେଶରେ କିଛି ଦିନ ହେଲା କରୋନା ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ୨୪ ଘଣ୍ଟା ମଧ୍ୟରେ ୧୨୭୦ ନୂତନ କରୋନା ସଂକ୍ରମିତ ଚିହ୍ନଟ  ହୋଇଥିବା ରେକର୍ଡ କରାଯାଇଛି । ଦିନକରେ ୩୧ ଜଣଙ୍କ ମୃତ୍ୟୁ ହୋଇଯାଇଛି ।

ସଂକ୍ରମଣ ହ୍ରାସ ପାଇଛି ହେଲେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୨୦,୭୨୩ ରହିଛି ।

ସେହପରି ଗତ ୨୪ ଘଣ୍ଟା ମଧ୍ୟରେ ହୋଇଥିବା ମୃତ୍ୟୁକୁ ମିଶାଇ ମୃତକଙ୍କ ସଂଖ୍ୟା ୫,୨୧,୦୩୫ରେ ପହଁଞ୍ଚିଛି ।ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୧୫୮୫୯ ଅଟେ ।

Leave A Reply

Your email address will not be published.