Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ଆଉ ୧୨୭୧ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରୁ ପ୍ରାୟ ୧୨୭୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି । ଯାହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨,୯୬,୫୧୬ରେ ପହଞ୍ଚିଛି ।

କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି? ଜାଣନ୍ତୁ…

୧୪୬ ଜଣ ଖୋର୍ଦ୍ଧା, ୧୧୬ ଜଣ କଟକ, ୧୦୩ ଜଣ ବାଲେଶ୍ୱର, ୯୪ ଜଣ ମୟୁରଭଞ୍ଜ, ୬୬ ଜଣ ଅନୁଗୁଳ, ୫୮ ଜଣ ଜଗତସିଂହପୁର, ୫୫ ଜଣ ବରଗଡ, ୫୦ ଜଣ କଳାହାଣ୍ଡି, ୪୬ ଜଣ ନୂଆପଡା, ୪୫ ଜଣ କେନ୍ଦୁଝର, ୪୩ ଜଣ ବଲାଙ୍ଗିର, ୪୧ ଜଣ କେନ୍ଦ୍ରାପଡା, ୪୦ ଜଣ ନବରଙ୍ଗପୁର, ଢେଙ୍କାନାଳ ଓ ନୟାଗଡରୁ ୩୫ ଜଣ ଲେଖାଏଁ, ୩୪ ଜଣ ପୁରୀ, ୩୦ ଜଣ ସମ୍ବଲପୁର, ସୁନ୍ଦରଗଡ ଓ ମାଲକାନଗିରିରୁ ୨୫ ଜଣ ଲେଖାଏଁ, ଯାଜପୁର ଓ ରାୟଗଡାରୁ ୨୦ ଜଣ ଲେଖାଏଁ, ୧୯ ଜଣ ଭଦ୍ରକ, ୧୮ ଜଣ ଝାରସୁଗୁଡା, ୧୭ ଜଣ କୋରାପୁଟ, ୧୬ ଜଣ ସୋନପୁର, ୧୪ ଜଣ ଗଞ୍ଜାମ, ୧୩ ଜଣ କନ୍ଧମାଳ, ୧୧ ଜଣ ଦେବଗଡ, ୫ ଜଣ ଗଜପତି ଏବଂ ଷ୍ଟେଟ୍ ପୁଲରୁ ୩୧ ଜଣ ଆରୋଗ୍ୟ ଲାଭ କରିଛନ୍ତି।

Leave A Reply

Your email address will not be published.