ଆନ୍ଧ୍ରପ୍ରଦେଶ: ଅଶୁଭ ରବିବାର । ଭୋରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ-ବସ୍ ମଧ୍ୟରେ ଧକ୍କା ହେବାରୁ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ୪ ଜଣ । ମୃତକଙ୍କ ମଧ୍ୟରେ ୮ ମହିଳା, ୫ ପୁରୁଷ, ଜଣେ ଶିଶୁ ଅଛନ୍ତି । ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍ ଜିଲ୍ଲା ଦେଇ ଯାଇଥିବା ୪୪ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଭେଲଦୁର୍ତ୍ତି ମଣ୍ଡଳ ନିକଟସ୍ଥ ମଦରପୁର ଗାଁ ନିକଟରେ ଟ୍ରକ ଓ ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ସମସ୍ତ ଆହତଙ୍କୁ ସରକାରୀ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।
BREAKING NEWS
- Bomb Threat: କେନ୍ଦୁଝର ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
- ଦୁବାଇରୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତନ କଲେ ସିନ୍ଧୁ
- ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
- Modi’s YouTube crosses 30 million: YouTubeରେ ସର୍ବାଧିକ ସବସ୍କ୍ରାଇବର ସହିତ ପ୍ରଥମ ବିଶ୍ୱ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦୀ
- ମାଟ୍ରିକ୍ ପରୀକ୍ଷା ବେଳେ ଦେଉଥିଲେ କପି, ଫ୍ଲାଇଂ ସ୍କ୍ୱାଡ୍ ହାତରେ ଧରାପଡ଼ିଲେ ୩ ଶିକ୍ଷକ
- ‘ଭାରତ ଆଉ ଏକ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି…’, ପାକ୍ ରାଷ୍ଟ୍ରପତିଙ୍କ ବଡ଼ ଦାବି
- ହୋଲି ସେଲିବ୍ରେସନ ପୂର୍ବରୁ ସତର୍କତା: ଆଇନ ହାତକୁ ନେଲେ ନିଆଯିବା କାର୍ଯ୍ୟାନୁଷ୍ଠାନ
- India’s oil contingency plan: ହର୍ମୁଜ୍ ପ୍ରଣାଳୀ ବନ୍ଦ୍ ହେଲେ କ’ଣ କରିବ ଭାରତ? ମିଳିଗଲା ବ୍ୟାକଅପ୍ ପ୍ଲାନ୍!
- ସେମି ଫାଇନାଲ ପୂର୍ବରୁ ଟିମ ଇଣ୍ଡିଆକୁ ସୁଧାରିବାକୁ ପଡିବ ଏହି ସବୁ ତ୍ରୁଟି
- Middle East Conflict: କାହିଁକି ଖାମେନେଇଙ୍କୁ ମାରିଦେଲେ? ଇସ୍ରାଏଲ କହିଲା, ‘କିଛି ବାଟ ନଥିଲା…’
Comments are closed.