ଭୁବନେଶ୍ୱର:ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୫୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୮୯ ସଂକ୍ରମିତ । ଲୋକାଲ୍ କଣ୍ଟାକ୍ଟ କେସ୍ ୬୧ଟି ରହିଛି ।
ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
Covid-19 Report For 23rd January, 2021
New positives: 150
In quarantine: 89
Local contacts: 61(Details of local contacts will be shared by concerned District Administration)
District Wise Cases:
1. Angul: 4
2. Balasore: 7
3. Bargarh: 18
4. Bhadrak: 7
5. Balangir: 5— I & PR Department, Odisha (@IPR_Odisha) January 24, 2021
୨୪ ଜିଲ୍ଲା ଓ ଷ୍ଟେଟପୁଲରୁ ଏହି ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨ ଆକ୍ରାନ୍ତ ବାହାରିଥିବା ବେଳେ ତା’ ତଳକୁ ବରଗଡ଼ ଜିଲ୍ଲାରୁ ୧୮ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି ।
23. Sonepur: 2
24. Sundargarh: 22
25. State Pool: 1New recoveries: 205
Cumulative tested: 7548428
Positive: 334300
Recovered: 330962
Active cases: 1380— I & PR Department, Odisha (@IPR_Odisha) January 24, 2021
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ ଲକ୍ଷ ୩୪ ହଜାର ୩୦୦କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୦ ହଜାର ୯୬୨ ଆକ୍ରାନ୍ତ । ଏବେ ରାଜ୍ୟରେ ମୋଟ ୧ ହଜାର ୩୮୦ କରୋନା ଆକ୍ଟିଭ୍ କେସ୍ ରହିଛି ।
Comments are closed.