ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୬ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ୧୧ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ୧୪ ଜଣ ପୁରୁଷ ଓ ଦୁଇ ଜଣ ମହିଳା ।
କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ୩ ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ଭିତରେ ଭୁବନେଶ୍ୱରରୁ ଅଛନ୍ତି ଦୁଇ ଜଣ ଆକ୍ରାନ୍ତ ।
3.A 53-year-old male of Bhubaneswar who was also suffering from Diabetes Mellitus, Hypertension & Psychiatry Disorder.
4.A 62-year-old male of Bhubaneswar.
5.A 64-year-old male of Boudh district who was also suffering from Diabetes Mellitus.— H & FW Dept Odisha (@HFWOdisha) November 9, 2020
ସମ୍ୱଲପୁର ଜିଲ୍ଲାରୁ ମହାମାରୀ ଆଉ ଦୁଇ ଜଣଙ୍କୁ ମାରି ଦେଇଛି । ସେହିପରି ବାଲେଶ୍ୱର, ବୌଦ୍ଧ, ବରଗଡ଼, କଟକ, ଯାଜପୁର, ମୟୂରଭଞ୍ଜ, ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ରାଉରକେଲାରୁ କରୋନା ନେଇଛି ଆଉ ଜଣଙ୍କର ଜୀବନ ।
https://t.co/8NufOCr9CE 80-year-old female of Keonjhar district.
11.A 65-year-old male of Khordha district who was also suffering from Diabetes Mellitus & Hypertension.
12.A 65-year-old male of Mayurbhanj district who was also suffering from Diabetes Mellitus & Hypertension.— H & FW Dept Odisha (@HFWOdisha) November 9, 2020
ରାଜ୍ୟରେ କରୋନାଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧୪ ଶହ ୪୧କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ୨୫୧ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । କଟକରେ ୧୨୧, ସୁନ୍ଦରଗଡ଼ରେ ୭୮, ବାଲେଶ୍ୱରରେ ୭୨, ମୟୂରଭଞ୍ଜରେ ୬୮ ଜଣଙ୍କର ଜୀବନ ନେଇଛି ପ୍ରାଣଘାତୀ କରୋନା । ରାଜ୍ୟରେ ମୃତ୍ୟୁହାର ରହିଛି ୦.୪୭% ।
16.A 45-year-old male of Rourkela who was also suffering from Diabetes Mellitus, Hypertension with Post Renal Transplant.
— H & FW Dept Odisha (@HFWOdisha) November 9, 2020
Comments are closed.