Latest Odisha News

BREAKING NEWS

ଓଡ଼ିଶାରେ ନୂଆ ୧୭୩ କରୋନା ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ…

ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ୧୭୩ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହା ଫଳରେ ମୋଟ୍ ସଂଖ୍ୟା ଶନିବାର ଦିନ ୨,୭୮୧ରେ ପହଞ୍ଚିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗଞ୍ଜାମରେ ସର୍ବାଧିକ ୬୪ଟି ମାମଲା ରେକର୍ଡ ହୋଇଥିଲା ବେଳେ ଯାଜପୁର (୧୯), କଟକ (୧୩), ମୟୂରଭଞ୍ଜ (୧୩), ବଲାଙ୍ଗୀର (୧୧), ବାଲେଶ୍ବର (୧୧), ଗଜପତି (୧୦), ଖୋର୍ଦ୍ଧା (୯) ), ନୁଆପଡା (୮), ନୟାଗଡ଼ (୭), ଭଦ୍ରକ (୪), କଳାହାଣ୍ଡି (୨), ଝାରସୁଗୁଡା (୧) ଏବଂ ପୁରୀ (୧) ମାମଲା ରହିଛି।

ଅଧିକ ପଢନ୍ତୁ- କଟକରେ ଏନଡିଆରଏଫ୍ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ଓଡିଶାରେ ୧୧୬୭ଟି ସକ୍ରିୟ ମାମଲା ରହିଛି, ଏହାଛଡା ୧୬୦୪ ଜଣ ସୁସ୍ଥ ହୋଇଥିଲା ବେଳେ ଆଠ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.