Latest Odisha News

BREAKING NEWS

ପୁରୀ ଶ୍ରୀମନ୍ଦିର ପରିସରରୁ ହଟିଲା ୧୪୪ ଧାରା

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚାରିପାଖରେ ଲାଗିଥିବା ଧାରା ୧୪୪ କଟକଣାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ହଟାଇ ଦିଆଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ ଗତ ଶୁକ୍ରବାର ଦିନ ସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରର ଚାରିପାଖରେ ଭକ୍ତଙ୍କ ଗହଳିକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଏହି କଟକଣା ଲଗାଯାଇଥିଲା।

ଅଧିକ ପଢନ୍ତୁ- ଜାଣନ୍ତୁ; ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଜନ୍ମଦିନ କାହିଁକି ପାଳିତ ହୋଇଥାଏ !

ଏହି ନିଷେଧାଦେଶ ଗତ ଜୁନ୍ ୪ ତାରିଖ ରାତି ୧୦ଟାରୁ ଲାଗୁ କରାଯାଇଥିଲା।

ଅଧିକ ପଢନ୍ତୁ- ଅଣସରରେ ଶ୍ରୀଜୀଉ; କଟକଣା ଯୋଗୁଁ ଭକ୍ତଙ୍କୁ ଅଲାରନାଥ ମନ୍ଦିରରେ ଦର୍ଶନ ମନା

Leave A Reply

Your email address will not be published.