Latest Odisha News

BREAKING NEWS

ଭୁବନେଶ୍ବରରୁ ଆଉ ୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ୧୯ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ କରାଯାଇଛି। ଯାହାକୁ ମିଶାଇ ମୋଟ ସଂଖ୍ୟାକୁ ୧୮୪ ଛୁଇଁଛି।

ଏହି ମାମଲାଗୁଡ଼ିକ ମଧ୍ୟରୁ ୧୫ଟି ସ୍ଥାନୀୟ ମାମଲା ଏବଂ ଚାରିଟି ହୋମ୍ କ୍ବାରେନଣ୍ଟାଇନର ରହିଛି। ତେବେ ସମସ୍ତ ରୋଗୀଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ୮୬ ଆରୋଗ୍ୟଙ୍କ ସହିତ ଭୁବନେଶ୍ୱରରେ ବର୍ତ୍ତମାନ ୯୪ଟି ସକ୍ରିୟ ମାମଲା ରହିଛି। ଏହାଛଡା ୩ ଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.