Latest Odisha News

BREAKING NEWS

[ଭିଡ଼ିଓ] ପଶ୍ଚିମ ଓଡିଶା ଜୋନାଲ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରଥମ ଥରପାଇଁ ଅନୁଷ୍ଠିତ ହୋଇଯାଇଇଛି ତାଇକୋଣ୍ଡୋ ପ୍ରତିଯୋଗିତା ।  ପଶ୍ଚିମ ଓଡିଶା ଜୋନାଲ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ଆୟୋଜକ ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ,ବରଗଡ,ବଲାଙ୍ଗୀର, ଝାରସୁଗୁଡା ସହିତ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାର ମୋଟ୍ ଦୁଇଶହରୁ ଉର୍ଦ୍ଧ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ ।

ଉଭୟ ପୁମସେ ଓ ଖୌରିଗୀ ଇଭେଂଟରେ ପିଲାଙ୍କ ପ୍ରତିଯୋଗିତା ହୋଇଥିଲା । ଉଭୟ ପୁରୁଷ ଓ ମହିଳା ବର୍ଗରେ ସୁପର ସବଜୁନିଅର, ସବଜୁନିଅର, କେଡେଟ୍‌, ଜୁନିିଅର ଏବଂ ସିନିଅର ବର୍ଗରେ ଖେଳାଳୀଙ୍କ ପ୍ରତିଯେଗିତା ଅନୁଷ୍ଠିତ ହୋଇଥିଲା ।

ଓଡିଶାରେ ପ୍ରଥମଥର ପାଇଁ ସେନସର ମାଧ୍ୟମରେ ଏହି ପ୍ରତିଯୋଗିିତା ଅନୁଷ୍ଠିତ ହୋଇଥିଲା । ଯାହାକି ଅ।।ମୀ ଦିନରେ ଜାତୀୟ ତଥା ଆର୍ନ୍ତଜାତୀୟ ସ୍ତରରେ ଖେଳିବାରେ କ୍ରୀଡାବିତଙ୍କୁ ସହାୟକ ହେବ  ।

Comments are closed, but trackbacks and pingbacks are open.