ଖୋର୍ଦ୍ଧା : ପୁଣି ଅବକାରୀ ବିଭାଗ ହାତରେ ଦେଶୀ ମଦ । ଖୋର୍ଦ୍ଧାରୁ ୧୦ ଲକ୍ଷ ଟଙ୍କାର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗୋଟିଏ କାର ,ଗୋଟିଏ ବାଇକ ଓ ଟ୍ରକକୁ ଜବତ କରାଯାଇଛି ।ଅବକାରୀ ବିଭାଗ ଖବର ପାଇ ଚଢାଉ କରିଥିଲା ।ଏହି ଚଢାଉ ସମୟରେ ୮ଶହ ପେଟି ମଦ ଜବତ କରାଯାଇଛି ।ଏହି ମଦର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଦେଶୀ ମଦ କାରବାର ନେଇ ପଚରା ଉଚରା ଜାରି ରଖିଛି ପୋଲିସ ।
BREAKING NEWS
- Golabandha displaced families: ୪ ଦଶନ୍ଧିର ଅପେକ୍ଷାର ଅନ୍ତ; ଗୋଳାବନ୍ଧର ୧୩୭୧ ବିସ୍ଥାପିତଙ୍କ ପାଇଁ ୭୫.୬୦ କୋଟିର ପ୍ୟାକେଜ୍
- ହକି ବିଶ୍ୱକପ୍: ୧୯୭୪ ପରେ ଭାରତୀୟ ମହିଳା ଦଳର ସର୍ବଶ୍ରେଷ୍ଠ ପ୍ରଦର୍ଶନ
- ଡବ୍ଲ୍ୟୁଟିସି ଫାଇନାଲ ରେସରେ ଭାରତକୁ ବଡ଼ ଝଟ୍କା, ବାକି ୭ରୁ ୬ଟି ଜିତିବା ଜରୁରୀ
- ଉଜବେକିସ୍ତାନ-କିର୍ଗିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ ଦେବେ ଯୋଗ
- ନେପାଳ ବିଭୀଷିକାରେ ନିଖୋଜ ଥିବା ଓଡ଼ିଆ ଯୁବତୀ ସୁରକ୍ଷିତ
- ସ୍ତ୍ରୀକୁ ହତ୍ୟା ପରେ ସ୍ବାମୀର ଆତ୍ମହତ୍ୟା;ଘରୁ ୨ ମୃତଦେହ ଉଦ୍ଧାର
- ସେହ୍ୱାଗ, ଦ୍ରାବିଡ଼ଙ୍କ ପୁଅଙ୍କୁ ଭାରତୀୟ ଅଣ୍ଡର-୧୯ ଦଳରେ ସ୍ଥାନ
- Nepal floods:୨୮୮ ଭାରତୀୟଙ୍କ ସହ ଯୋଗାଯୋଗ ହୋଇପାରିନାହିଁ:ବୈଦେଶିକ ମନ୍ତ୍ରଣାଳୟ; ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ
- ଏଫ୍ଆଇଏଚ ହକି ବିଶ୍ୱକପ : ୭ମ-୮ମ ସ୍ଥାନ ପାଇଁ ବେଲଜିୟମକୁ ଭେଟିବ ଭାରତ
- ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ ଡ୍ର: ୧-୦ରେ ସିରିଜ୍ କବଜା କଲା ଟିମ୍ ଇଣ୍ଡିଆ

Comments are closed.