Latest Odisha News

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନ ବନ୍ଦରରୁ ଜବତ ହେଲା ୪୨୫୦ କୋଟି ମୂଲ୍ୟର କାଲିଫୋର୍ଣ୍ଣିୟମ

କୋଲକାତା: ପଶ୍ଚିମବଙ୍ଗରେ ସିଆଇଡି ପକ୍ଷରୁ ଚଢ଼ାଉ କରାଯାଇ ୪୨୫୦ କୋଟି ଟଙ୍କା ମୂଲ୍ୟର କାଲିଫୋର୍ଣ୍ଣିୟମ ଜବତ କରାଯାଇଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ୨୫୦ କିଲୋଗ୍ରାମର ଏହି ରେଡିଓ ଆକ୍ଟିଭ ଧାତୁ ୨ ଜଣ ବ୍ୟକ୍ତି ନେଇ କରି ଯାଉଥିଲେ । ସେମାନଙ୍କ ନାମ ହେଲା ସୌଲାନ କର୍ମାକାର ଓ ଅସିତ ଘୋଷ ।

BjdElectrycity

ଏହି ଧାତୁ ନ୍ୟୁକ୍ଲିୟର ରିଆକ୍ଟର ଷ୍ଟାର୍ଟ କରିବାରେ ବ୍ୟବହୃତ କରାଯାଏ । ୧୯୫୦ରେ ଆମେରିକାରେ ପ୍ରଥମେ ଏହାକୁ ସିନ୍ଥେସିସ କରାଯାଇଥିଲା । ଏହି କୋମଳ ଧାତୁ ୯୦୦ ଡିଗ୍ରୀ ସେଂଟିଗ୍ରେଡରେ ତରଳି ଥାଏ । ଏହାର ଆଇସୋଟପ ସିଏଫ-୨୫୨ର ଏକ ମାଇକ୍ରୋଗ୍ରାମରୁ ୧୭୦ ନିୟୁତ ନ୍ୟୁଟ୍ରନ ସୃଷ୍ଟି କରାଯାଇପାରେ ।

Leave A Reply

Your email address will not be published.