କୋରାପୁଟ : କୋରାପୁଟ ଜିଲ୍ଲା ଜରଟି ଷ୍ଟେସନ ନିକଟରେ ଅଭାବନୀୟ ଘଟଣା ଘଟିଛି । ରେଳ ଧାରଣାରେ ପଡିରହିଛି ଦୁଇ ବ୍ୟକ୍ତିଙ୍କ ମୃତଦେହ । ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ଦୁଇ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କର କୌଣସି ପରିଚୟ ମିଳିନି । ତେବେ ଟ୍ରେନରୁ ଖସି କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି । ସେ ନେଇ କୌଣସି ସୂଚନା ମିଳିନି । ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
BREAKING NEWS
- Whatsapp Schedule Message: ଏବେ ଶୁଭେଚ୍ଛା ଜଣାଇବାକୁ ରାତି ଅନିଦ୍ରା ହେବା ଆବଶ୍ୟକ ନାହିଁ, ହ୍ୱାଟସଆପ୍ ଆଣୁଛି ଏହି ବଡ ଫିଚର…
- ‘ବେରୋଜଗାର ପତ୍ନୀ ବେକାର ନୁହଁନ୍ତି, ତାଙ୍କ କଠିନ ପରିଶ୍ରମକୁ ଅଣଦେଖା କରିବା ଭୁଲ’: ଦିଲ୍ଲୀ ହାଇକୋର୍ଟ
- ସମୁଦ୍ରକୁ ଓହ୍ଲାଇବ ବୁଡ଼ାଜାହାଜର ‘ଅଞ୍ଜଦୀପ’, ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା
- ରାଜ୍ୟରେ କମିଛି ଅପରାଧିକ ମାମଲା: ମୁଖ୍ୟମନ୍ତ୍ରୀ
- ଦୁର୍ଘଟଣା ପରେ ୩୦ ତେଜସ ବିମାନ ବାତିଲ…
- TCS “Smart Mirror” In AI Summit: ଆଉ ସପିଙ୍ଗ ମଲ୍ ମାନଙ୍କରେ ରହିବନି ଟ୍ରାଏଲ ରୁମ୍!, ଡ୍ରେସ୍ ଆପଣଙ୍କୁ କିପରି ମାନୁଛି ଚୁଟକିରେ ବତାଇବ AI…
- ଟି୨୦ ବିଶ୍ୱକପ ୨୦୨୬: ଶୂନରେ ଆଉଟ ହେବାରେ ଭାରତୀୟ ବ୍ୟାଟ୍ସମ୍ୟାନ ଆଗରେ
- ୭୯ତମ BAFTAରେ ଚମକିଲେ ଆଲିଆ ଭଟ୍ଟ, GUCCI ଗାଉନରେ ଆକର୍ଷଣୀୟ ଲୁକ୍ ସହ ବିଶ୍ୱ ମଞ୍ଚରେ ଦେଲେ ହିନ୍ଦୀରେ ଭାଷଣ…
- ଅଭିଷେକଙ୍କ ସମ୍ପର୍କରେ ବଡ କଥା ଲୁଚାଇଥିଲା ଟିମ ଇଣ୍ଡିଆ !
- Hit And Run: ରାଜଧାନୀରେ ହିଟ୍ ଆଣ୍ଡ ରନ୍; ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା କାର୍
Comments are closed.