ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରାଘାତ । ଆଜି ସଂଧ୍ୟାରେ ବଜ୍ରାଘତରେ ଜିଲ୍ଲାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକ ହେଲେ ବେତନଟୀ ଥାନା ପୁରୀଖୁଣ୍ଟା ଗାଁର ସୁଲୋଚନା ମହାନ୍ତ । ସେ ବିଲରେ କାମ କରୁଥିବା ବେଳେ ହଠାତ୍ ବଜ୍ରପାତ ହୋଇଥିଲା । ସେହିପରି ବୈଶିଙ୍ଗା ଥାନା କଦଳୀଆ ଗାଁରେ ମଧ୍ୟ କିଛି ବ୍ୟକ୍ତି ବିଲରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ସେଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ରମାକାନ୍ତ ବିନ୍ଧାଣି । ଉଭୟଙ୍କୁ ବେତନଟୀ ଡାକ୍ତରଖାନାକୁ ଅଣା ଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଆହତଙ୍କ ଚିକିତ୍ସା ଜାରି ରହିଛି ।
BREAKING NEWS
- Nov. 13 ‘Doomsday’: ରାତି ପାହିଲେ ଶେଷ ହୋଇଯିବ ଦୁନିଆ? କାହିଁକି ଚର୍ଚ୍ଚାରେ ନଭେମ୍ବର ୧୩? ଜାଣନ୍ତୁ ୧୯୬୦ର ସେହି ଗବେଷଣା ପଛର ସେ ସତ…
- ରାଉରକେଲା ରାଜନୀତିକୁ ବଡ ଝଟ୍କା, ଆଉ ନିର୍ବାଚନ ଲଢିବେନି ସାରଦା ପ୍ରସାଦ ନାୟକ
- କିସ୍ତୱାଡରେ ଦୁଇ SPOଙ୍କ ବଳିଦାନକୁ ନେଇ ଶୋକ ବ୍ୟକ୍ତ କଲେ କଂଗ୍ରେସ ଅଧ୍ୟକ୍ଷ: କହିଲେ, ଭାରତ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ
- ‘ନହେଲେ ଆମକୁ ଆନ୍ଧ୍ର ସହ ମିଶେଇ ଦିଅ’: ରାସ୍ତା ଦାବିରେ ରାଜରାସ୍ତା ଅବରୋଧ, ଆନ୍ଧ୍ରକୁ ଯାତାୟତ ଠପ୍
- ଏୟାର ଇଣ୍ଡିଆ ବିମାନକୁ ହାଇଜାକ ଧମକ; କ୍ୟାନସର ରୋଗୀ ଗିରଫ
- Hasina’s Return Plan: ହସିନା ଫେରିବା ଖବର ଶୁଣି ଅଥୟ ବାଂଲାଦେଶ! ବୋମା ବିସ୍ଫୋରଣ, ବସ୍ରେ ନିଆଁ, ରାସ୍ତା ଅବରୋଧ; ଅଶାନ୍ତ ହେଉଛି ଦେଶ…
- ନୌସେନାଙ୍କୁ ମିଳିବ ୩,୩୦୦ରୁ ଅଧିକ ନୂଆ ଅଗ୍ନିବୀର, INS ଚିଲକାରେ ଅନୁଷ୍ଠିତ ହେବ ପାସିଂ ଆଉଟ୍ ପରେଡ୍
- ସମାନ କାମ, ନୂଆ ନାମ… କୁଲଗାମରେ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ଆତଙ୍କବାଦୀ ସଂଗଠନ କିଏ?
- BJP On Belonging: ସୋନିଆଙ୍କ ବହିକୁ ନେଇ ତେଜିଲା ରାଜନୀତି, କଟାକ୍ଷ କରି କହିଲା ବିଜେପି, ‘ଇତିହାସର ଭୁଲ୍କୁ ଘୋଡ଼ାଇବାର ପ୍ରୟାସ…’
- ୩ କୋଟିରୁ ଊର୍ଦ୍ଧ୍ବ ସରକାରୀ ପାଣ୍ଠି ଆତ୍ମସାତ୍; ରାଜସ୍ୱ ସହାୟକଙ୍କୁ ବାନ୍ଧିଲା ଭିଜିଲାନ୍ସ
Comments are closed.