ଭୁବନେଶ୍ୱର: ଗତକାଲିଠୁ ରାଜଧାନୀ ଭୁବନେଶ୍ୱରେ କଡାକଡି ହୋଇଛି ଟ୍ରାଫିକ ନିୟମ । ଆଜି ଦ୍ୱିତୀୟ ଦିନରେ ମଧ୍ୟ ଟ୍ରାଫିକ୍ ଚେକିଂ ଜୋରଦାର ହୋଇଛି । ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଦୁଇଟି ବସ୍କୁ ପରିବହନ ବିଭାଗ ସିଜ କରିଛି । ବସ୍ର ଫିଟ୍ନେସ୍ ସାର୍ଟିଫିକେଟ ଓ ରେଜିଷ୍ଟ୍ରେସନ ନଥିବାରୁ ଉଭୟ ଗାଡିକୁ ୨୫ ହଜାର ୫ଶହ ଲେଖାଏଁ ଚାଲାଣ କଟାଯାଇଛି ।
ଫିଟ୍ନେସ୍ ସାର୍ଟିଫିକେଟ ପାଇଁ ୫ ହଜାର, ପ୍ରଦୂଷଣ ପାଇଁ ୧୦ ହଜାର ଓ ପରମିଟ୍ ନଥିବାରୁ ୧୦ ହଜାର ଫାଇନ କଟାଯାଇଛି । ରବିବାରଠୁ ଟ୍ରାଫିକ୍ ଆଇନକୁ କଡାକଡି କରାଯାଇ ଟ୍ୱିନ୍ ସିଟିରେ ପ୍ରାୟ ୬ ଲକ୍ଷରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି ।
BREAKING NEWS
- ବିଜେଡିକୁ ଶକ୍ତ ଝଟ୍କା; ଇସ୍ତଫା ଦେଲେ ୯ କାଉନ୍ସିଲର୍
- ସରି ଆସୁଛି ଡେଡ୍ଲାଇନ୍: ମାଓବାଦୀଙ୍କୁ ଆତ୍ମସପର୍ପଣ ପାଇଁ ଡିଜିଙ୍କ ଅପିଲ୍
- ଆମେରିକା ଟି୨୦ ଲିଗରେ ଖେଳିବେ ଅଶ୍ୱୀନ
- Drinking Garlic Water: ଅମୃତ ସଦୃଶ୍ୟ ରସୁଣ ପାଣି, ପ୍ରତିଦିନ ସକାଳେ ପିଇଲେ ପାଖ ମାଡ଼ିବନି ରୋଗ!
- ଟିଭିକେ କଲା ପ୍ରାର୍ଥୀ ଘୋଷଣା, ତାମିଲନାଡୁର ୨ଟି ଆସନରୁ ନିର୍ବାଚନ ଲଢିବେ ଥଲାପତି
- PM Plays Iconic Drum of Kerala: କେରଳରେ ପାରମ୍ପରିକ ଡ୍ରମ୍ ବଜାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- AI camera: ଶିମିଳିପାଳରେ AI କ୍ୟାମେରା ଧରେଇଲା ଶିକାରୀ;ଦେଶୀ ବନ୍ଧୁକ ବିସ୍ଫୋରକ ଜବତ
- ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏପ୍ରିଲ ୨ରୁ ଗଡିବ ଦୁଇ ନୂଆ ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍..
- ଆଇପିଏଲ: ୧୦ ରେକର୍ଡ କରିଲେ କୋହଲି
- ସମସ୍ତଙ୍କ ପ୍ରିୟ ରାମୁ ହାତୀର କଙ୍କାଳ ଆଜି ଡିସ୍ପ୍ଲେ ହେବ…
Comments are closed.