Latest Odisha News

BREAKING NEWS

ବାଲେଶ୍ଵରରେ ୨ ବର୍ଷର ଶିଶୁ କନ୍ୟା କରୋନା ପଜିଟିଭ

ବାଲେଶ୍ଵର: ବାଲେଶ୍ଵରରେ କରୋନା ପଜିଟିଭ ବାହାରିଥିବା ୨ ଜଣଙ୍କ ମଧ୍ୟରେ ଜଣେ ଦୁଇ ବର୍ଷର ବାଳିକା ରହିଥିବା ନେଇ ପ୍ରଶାସନ ପକ୍ଷରୁ ସୋମବାର ପ୍ରକାଶ କରାଯାଇଛି।

ସେ ନୀଳଗିରି ବ୍ଲକର ବ୍ରହ୍ମପୁର ଗାଁର ବାସିନ୍ଦା ଅଟନ୍ତି।

ଅନ୍ୟ ଜଣେ ରୋଗୀଙ୍କୁ ୩୨ ବର୍ଷ ବୟସ୍କ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଚିହ୍ନଟ କରିଛି।

Leave A Reply

Your email address will not be published.