Latest Odisha News

BREAKING NEWS

Yearly Archives

2021

ପୂଜା ପୂର୍ବରୁ ମୁକୁଳା ଡ୍ରେନରେ ପଡିବ ସ୍ଲାବ୍‌, ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ…

ଭୁବନେଶ୍ବର : ଅଘଟଣ ପରେ ଚେତା ପଶିଲା । ଏବେ ମୁକୁଳା ଡ୍ରେନ ଉପରେ ପଡିବ ସ୍ଲାବ୍‌ । ଡ୍ରେନ ଉପରେ ଜବର ଦଖଲ ଉଚ୍ଛେଦ ହେବ । ସହରାଞ୍ଚଳରେ ଡ୍ରେନେଜ ସମସ୍ୟା ନେଇ ବିଧାନସଭାର ଷ୍ଟାଣ୍ଡିଙ୍ଗ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂଜା ପୂର୍ବରୁ ସମସ୍ତ କାମ ସାରିବାକୁ…

ଗଞ୍ଜେଇ କାରବାରରେ ଲାଗିବ ରୋକ୍

ଭୁବନେଶ୍ୱର: ଦିନକୁ ଦିନ ବଢିଚାଲିଛି ନୀଳ ଜହର କାରବାର। ପ୍ରତିଦିନ କୌଣସି ନା କୌଣସି ସ୍ଥାନରୁ ଚଢାଉ ସମୟରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହେଉଛି । ତେବେ ଏହି ଗଞ୍ଜେଇ କାରବାର ରୋକିବାକୁ ବିଭିନ୍ନ ପଦକ୍ଷେପ ମାନେ ନିଆଯାଉଥିବା ବେଳେ ଏହା କିନ୍ତୁ ଫେଲ୍ ମାରୁଛି । ଏନେଇ ଆୟୋଜିତ ହୋଇଛି…

ଆଘାତ ସମସ୍ୟା ଯୋଗୁ ଆଇପିଏଲ, ଟି୨୦ ବିଶ୍ୱକପରୁ ଓହରିଲେ ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନ

ଲଣ୍ଡନ: ଇଂଲଣ୍ଡ ଅଲରାଉଣ୍ଡର ସାମ କୁରାନ ଆଘାତ ସମସ୍ୟା ଯୋଗୁ ଆଇପିଏଲର ବାକି ତକ ମ୍ୟାଚ ଏବଂ ଟି୨୦ ବିଶ୍ୱକପ କ୍ରିକେଟରୁ ଓହରି ଯାଇଛନ୍ତି । ଆଇପିଏଲ ପ୍ଲେଅଫ ପୂର୍ବରୁ କୁରାନ ଓହରିଯିବା ଚେନ୍ନାଇ ସୁପର କିଙ୍ଗ୍‌ସକୁ ଶକ୍ତ ଧକ୍କା ହୋଇଛି । ଶନିବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ସେ…

ମଣ୍ଡପରେ ଦୁର୍ଗା ପୂଜା ପ୍ରସ୍ତୁତି

କଟକ : ପାଖେଇ ଆସୁଛି ଦଶହରା ।  ମାଆଙ୍କ ଆଗମନକୁ ନେଇ କଟକ ସହରରେ ଥିବା ପୂଜା ମଣ୍ଡପ ଗୁଡିକ ବେଶ୍ ଚଳଚଞ୍ଚଳ ହୋଇ ପଡିଛି । ସହରର ବିଭିନ୍ନ ପୂଜା ମଣ୍ଡପର ଇତିହାସ ସହ କିମ୍ବଦନ୍ତୀ ଯୋଡି ହୋଇଛି  । ଚୌଧୁରୀବଜାର ପୂଜା ପେଣ୍ଡାଲ୍ ରେ ୧୮୭୨ ମସିହାରେ ପୂଜା ଆରମ୍ଭ କରାଯାଇଥିଲା। ଆଉ ପରେ ୧୯୫୬ ରେ…

ଚିରାଗ ପାଇଲେ ହେଲିକପ୍ଟର ଆଉ ପଶୁପତିଙ୍କୁ ସିଲାଇ ମେସିନ ଚିହ୍ନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ଦୁଇ ଗୋଷ୍ଠୀଙ୍କୁ ଆଜି ନିର୍ବାଚନ ଚିହ୍ନ ପ୍ରଦାନ କରିଛନ୍ତି । ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟିକୁ ହେଲିକପ୍ଟର ଏବଂ ପଶୁପତି କୁମାର ପାରସଙ୍କୁ ସିଲାଇ ମେସିନ ଚିହ୍ନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଏଲଜେପିର…

ମାତିଛନ୍ତି ଲୁଟେରା , ମହିଳାଙ୍କ ଠାରୁ ଝାମ୍ପିନେଲେ ୫ ଲକ୍ଷ

କୋରାପୁଟ :  କୋଟପାଡ ସହରରେ ମାତିଛନ୍ତି ଲୁଟେରା । ଦିନି ଦ୍ୱିପ୍ରହରରେ ମହିଳାଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ମହିଳା ଜଣକ ବହୁ ଚେଷ୍ଟା କରିବା ସତ୍ୱେ ମଧ୍ୟ ଲୁଟେରାଙ୍କ ହାତରୁ ଖସି ପାରିନଥିଲେ ।  ରାସ୍ତାରେ ପଡ଼ିଯାଇଥିବା ସମୟରେ ଲୁଟେରା ମାନେ ମହିଳାଙ୍କ ଟଙ୍କା…

ମୁମ୍ବାଇ ଡ୍ରଗ୍ସ ମାମଲାରେ ଓଡ଼ିଆଙ୍କ ଲିଙ୍କ୍

ଭୁବନେଶ୍ୱର: ଫିଟୁଛି ମୁମ୍ବାଇ ଡ୍ରଗ୍ସ ମାମଲାର ଗୁମର । ଡ୍ରଗ୍ସ କାରବାରରେ ଜଣେ ଓଡ଼ିଆଙ୍କ ଲିଙ୍କ୍ ଥିବା ନେଇ ଚର୍ଚ୍ଚା ହେଉଛି । ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏନ୍‌ସିବି ହାତରେ ସାଂଘାତିକ ତଥ୍ୟ । ତାଙ୍କ ନାଁ ହେଉଛି ଅବୁଦୁଲ କାଦିର୍ । ଜୁହୁରେ ରହୁଥିଲେ ଅବୁଦୁଲ୍ ।…

ଆସନ୍ତାକାଲି ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ପୁରୀ: ମହାଳୟା ଅମାବାସ୍ୟାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଆସନ୍ତାକାଲି ଭକ୍ତଙ୍କ ଅତ୍ୟଧିକ ଗହଳି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତି ନେଇଛନ୍ତି। କେବଳ ଆସନ୍ତାକାଲି ନୁହେଁ, ଚଳିତମାସ ୮ଦିନ ଶ୍ରୀମନ୍ଦିର ବନ୍ଦ ରହିବ। ପୂର୍ବରୁ…

ବରଗଡ଼ ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟଣାକୁ ନେଇ BSP ର ବିକ୍ଷୋଭ

ବରଗଡ଼ : ବହୁ ଚର୍ଚ୍ଚିତ ବରଗଡ଼ ହାଜତ ମୃତ୍ୟୁ ଘଟଣାକୁ ନେଇ ବି ଏସ ପି ପକ୍ଷରୁ ବିକ୍ଷୋଭ । ବରଗଡ଼ ଜିଲ୍ଲା ତୋରା ଗାଁ ର ଗୋବିନ୍ଦ କୁମ୍ଭାରଙ୍କ ଟାଉନ ଥାନା ହାଜତରେ ମୃତ୍ୟୁ ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଆଜି ବହୁଜନ ସମାଜ ବରଗଡ଼ ଶାଖା ପକ୍ଷରୁ ଏସ୍ ପି ଅଫିସ ସମ୍ମୁଖରେ ବିକ୍ଷୋଭ…

ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ

କଟକ: ବନ୍ଧୁକ ଡିଲରେ ଆଲବମ୍ ନିର୍ଦ୍ଦେଶକ । ବନ୍ଧୁକ ଡିଲ୍‌ ବେଳେ ଚଢ଼ାଉ କଲା ପୋଲିସ୍‌, ୩ ବନ୍ଧୁକ ସହ ୧୬ ରାଉଣ୍ଡ ଗୁଳି ଜବତ, ୪ ଅଭିଯୁକ୍ତ ଗିରଫ  । ବନ୍ଧୁକ ଡିଲ୍‌ ଚଲିଥିବା ବେଳେ ବାଦମବାଡ଼ି ପୋଲିସ୍‌ ଚଢ଼ାଉ କରିଛି । ଏହି ଡିଲ୍‌ କରୁଥିବା ୪ ଜଣଙ୍କୁ ପୋଲିସ୍‌ ଘଟଣା ସ୍ଥଳରୁ ଗିରଫ କରିଛି…