Latest Odisha News
Yearly Archives

2020

ଜାନୁଆରି ୨ ତାରିଖରେ ସମ୍ବଲପୁର IIM ର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି

ଭୁବନେଶ୍ୱର-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜାନୁଆରି ୨ ତାରିଖରେ ସମ୍ବଲପୁର IIM ର ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପୂର୍ବାହ୍ନ ୧୧ଟାରେ ଭିଡିଓ କନ୍‌ଫରେନ୍‌ସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ସମ୍ବଲପୁର IIM ର ସ୍ଥାୟୀ କ୍ୟାମ୍ପସର…

ମାଛ ଚାଷରେ ସଫଳ ହେବାକୁ କିଏ ଦେଲା ମନ୍ତ୍ର ? ଇଂଜିନିୟର ସରୋଜଙ୍କ ବିକଳ୍ପ ପେଶାକୁ ନେଇ ପଢନ୍ତୁ ଏ କାହାଣୀ

ଭୁବନେଶ୍ୱର: କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକ ବଡଗାଁର ସରୋଜ ସାମଲ ପେଶାରେ ଇଂଜିନିଅର । ଲକ୍ ଡାଉନ ସମୟରେ ସେ ମାଛ ଚାଷ ପାଇଁ ମନ ବଳାଇଲେ । ପୂର୍ବରୁ ତାଙ୍କ ବାପା ମାଛ ଚାଷ କରୁଥିଲେ ସୁଦ୍ଧା ସେତେଟା ଲାଭ ମିଳୁ ନ ଥିଲା । ସରୋଜ ଗତ ଜୁନ ମାସରେ ରିଲାଏନ୍ସ ଫାଉଣ୍ଡେସନର ପରାମର୍ଶ ନେଇ…

ଶହୀଦ କୋଭିଡ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ବରରେ ପ୍ରତିଷ୍ଠା ହେବ ସ୍ମାରକୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶହୀଦ କୋଭିଡ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ…

ସୁବ୍ରମଣ୍ୟମଙ୍କ ନୂତନ ବର୍ଷର ସଂକଳ୍ପ:ସୋନିଆ, ରାହୁଲ, ଚିଦାମ୍ବରଙ୍କୁ ଜେଲ ପଠାଇବି

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଗୁରୁବାର ନୂତନ ବର୍ଷର ସଂକଳ୍ପ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ତେବେ ତାଙ୍କର ଏହି ସଂକଳ୍ପ କଂଗ୍ରେସ ଶିବିରରେ ନିଆଁ ଲଗାଇବା ପରିସ୍ଥିତି ସୃଷ୍ଟି କରିଛି । ସେ ୪ଟି ସଂକଳ୍ପ କରିଛନ୍ତି ସେଗୁଡିକ ହେଲା- ୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

୨୧ ହଜାର କୋଟି ଋଣ ଆପ୍ ସ୍କାମ୍‌ର ମାଷ୍ଟରମାଇଣ୍ଡ ଗିରଫ

ହାଇଦ୍ରାବାଦ- ରିଜର୍ଭ ବ୍ୟାଙ୍କର ସ୍ୱୀକୃତି ପାଇନଥିବା ମୋବାଇଲ ଆପ୍ ଜରିଆରେ ଲୋକଙ୍କୁ ଋଣ ଦେବା ଜାଲିଆତିର ମାଷ୍ଟର ମାଇଣ୍ଡ ଝୁ ୱେଇ ଓରଫ୍ ଲମ୍ବୋକୁ ଗରିଫ କରିଛି ହାଇଦ୍ରାବାଦ ପୋଲିସ । ଦେଶ ବାହାରକୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଲମ୍ବୋକୁ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଛି…

ଏସିଆର ଧନୀ ତାଲିକାରେ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ ଚୀନର ୱାଟର କିଙ୍ଗ

ମୁମ୍ବାଇ: ଏସିଆର ଧନୀ ତାଲିକାରେ ଚୀନର ୱାଟର କିଙ୍ଗ ଭାବେ ପରିଚିତ ଝୋଙ୍ଗ ଶାନଶଙ୍ଗ ଭାରତର ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । କରୋନା କାଳରେ ଝୋଙ୍ଗ ତାଙ୍କର ସମ୍ପତି ୭୦.୭ ବିଲିୟନ ଡଲାରରୁ ୭୭.୮ ବିଲିୟନକୁ ବୃଦ୍ଧି କରାଇ ପାରିଛନ୍ତି । ଏପରି କି ସେ ନିଜ ଦେଶର…

ଏସସିବିର ହେବ ନବକଳେବର…୨୦୨୪ରେ ହେବ ଉଦଘାଟନ

ଭୁବନେଶ୍ୱର : ବଦଳିବ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ରୂପରେଖ । ନବକଳେବର ପାଇଁ ୩୫୦ କୋଟି ଟଙ୍କା ବ୍ୟୟ ହେବ । ଏମ୍ସ ପ୍ଲସ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ୨୦୨୪ମସିହା ଜାନୁଆରୀ ୧ତାରିଖରେ ଉଦଘାଟନ ପାଇଁ ଲକ୍ଷ୍ୟ ରହିଛି । ୧୬୧ଏକର ଜମିରେ ତିଆରି ହେବାକୁ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ

ରାଉରକେଲା: ସୁନ୍ଦରଗଡ଼ ମୁନିସିପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଝାରସୁଗୁଡ଼ା ଟାଉନର ମଙ୍ଗଳା ବଜାରର ଶେଖ ସହିଦ ହକଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସମ୍ପୃକ୍ତ ଅଧିକାରୀଙ୍କୁ…

ଜାନୁଆରି ୨ ରେ ସବୁ ରାଜ୍ୟରେ କରୋନା ଟିକାକରଣର ଡ୍ରାଏ ରନ୍

ଭୁବନେଶ୍ୱର-ଆସନ୍ତା ଜାନୁଆରି ୨ ତାରିଖରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଟିକାକରଣର ଡ୍ରାଏ ରନ୍ ବା ପୂର୍ବାଭ୍ୟାସ କରାଯିବ । କେମିତି ସୁରୁଖୁରୁରେ ଲୋକଙ୍କୁ କରୋନା ଟିକା ଦିଆଯିବ ଏହି ଡ୍ରାଏ ରନ୍‌ରେ ତାର ଅଭ୍ୟାସ କରାଯିବ । କରୋନା ଟିକାକରଣକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ…

ଓଡ଼ିଶାରୁ ୩୨୯ କରୋନା ରୋଗୀ ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୩୨୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୫ ହଜାର ୪୩୨ରେ ପହଞ୍ଚିଛି। https://twitter.com/HFWOdisha/status/1344625806987862017?s=19 ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…