ସିଜେପିର ୩ ନେତାଙ୍କୁ ପୁଣି ଅଟକ ରଖିଲା ପୋଲିସ
ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ମୁଖପାତ୍ର ସୌରଭ ଦାସ ଏବଂ ଜାତୀୟ ମୁଖପାତ୍ର ଆଶୁତୋଷ ରାଙ୍କାଙ୍କୁ ଜନ୍ତରମନ୍ତର ରେ ଅଟକ ରଖିଛି ଦିଲ୍ଲୀ ପୁଲିସ ।
ଏହି ଦୁଇ ନେତାଙ୍କୁ ଜନ୍ତରମନ୍ତରରେ ପ୍ରତିବାଦ କିମ୍ବା ସମାବେଶ ପାଇଁ ଅନୁମତି ନ ଥିଲା, କିନ୍ତୁ ସେମାନେ ସେଠାରେ…