୧୭ ଜଣ କରୋନା ସଂକ୍ରମିତ ଜଣାପଡିବା ପରେ ମିସ ୱାର୍ଲ୍ଡ ଆୟୋଜନ ନେଇ ସୃଷ୍ଟି ହେଲା ସନ୍ଦେହ
ନୂଆଦିଲ୍ଲୀ: ମିସ ୟୁନିଭର୍ସ ପ୍ରତିଯୋଗିତା ପରେ ଏବେ ସମସ୍ତଙ୍କ ନଜର ମିସ ୱାର୍ଲ୍ଡ ଉପରେ ଥିଲା । ଡିସେମ୍ବର ୧୦ରେ ପୁର୍ତୋ ରିକୋରେ ହେବାକୁ ଥିବା ଏହି ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ ନେଇ ଏବେ କିନ୍ତୁ ସନ୍ଦେହ ସୃଷ୍ଟି ହୋଇଛି । ରିପୋର୍ଟ ମୁତାବକ ଏହା ସହିତ ସଂଶ୍ଲିଷ୍ଟ ୧୭ଜଣ ବ୍ୟକ୍ତି…