ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା କରୁ କରୁ ଆମେ ଆସି ପହଞ୍ଚି ଯାଇଛେ ଏକ ସ୍ୱତନ୍ତ୍ର ମନ୍ଦିରରେ ଯାହା କି ମୂଖ୍ୟ ମନ୍ଦିର ପରି ଅତ୍ୟନ୍ତ ମହୀୟାନ। ଏଭଳି କୌଣସି…