Latest Odisha News

BREAKING NEWS

Yearly Archives

2023

ଆଉ ପରିଦର୍ଶକଙ୍କୁ ମିଳିବନି ପାର୍ଲାମେଣ୍ଟ ପାସ୍‌

ନୂଆଦିଲ୍ଲୀ: ଆଉ ପରିଦର୍ଶକଙ୍କୁ ମିଳିବନି ପାର୍ଲାମେଣ୍ଟ ପାସ୍ । ବିମାନ ବନ୍ଦର ପରି ହେବ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । ପରିଦର୍ଶକଙ୍କ ପାଇଁ ବନ୍ଦ ହେଲା ପାର୍ଲାମେଣ୍ଟ ଦ୍ୱାର । ବୁଧବାର ସଂସଦରେ ଏକ ବଡ଼ ସୁରକ୍ଷା ତ୍ରୁଟି ପରେ ଏହି ନିଷ୍ପତ୍ତି ନେଇଛନ୍ତି ଲୋକସଭା ପରିଚାଳନା ସଚିବ ।…

ଧୂମଧାମରେ ଶପଥ ନେଲେ ଛତିଶଗଡ-ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଓ ମୋହନ ଯାଦବ

ନୂଆଦିଲ୍ଲୀ:ଛତିଶଗଡ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଷ୍ଣୁଦେଓ ସାଏ ଓ ମୋହନ ଯାଦବ । ୪ଥର ଲୋକ ସଭା ସାଂସଦ ଏବଂ ତିନି ଥର ବିଧାୟକ ଭାବେ ଜିତି ଆସିଥିବା ବିଷ୍ଣୁଦେଓ ସାଏଙ୍କ ମୁଣ୍ଡରେ ବନ୍ଧା ହେଲା ଛତିଶଗଡ ମୁକୁଟ । ସେହିପରି ରାଜ୍ୟ ଶାଖା ମୁଖ୍ୟ ଅରୁଣ ସାଓ ଏବଂ ବିଜୟ…

ନିଆରା ଯୋଡ଼ି: ବେଦୀର ଆଗରେ ଚାଲିଲେ କନ୍ୟା, ପଛରେ ହ୍ୱିଲ ଚେୟାରରେ ଗଲେ ବର

ନୂଆଦିଲ୍ଲୀ: କଥାରେ ଅଛି ଭଗବାନ ଉପରୁ ହିଁ ଯୋଡ଼ି ଠିକ୍ କରିଥାନ୍ତି । ଏମିତି ଏକ ନିଆରା ଯୋଡ଼ିକୁ ଦେଖିବାକୁ ମିଳିଛି ଏକ ଭାଇରାଲ ଭିଡ଼ିଓରେ । ଯେଉଁଥିରେ ବେଦୀରେ ଜଣେ କନ୍ୟା ଆଗେ ଆଗେ ଚାଲିଥିବା ବେଳେ ବର ହୁଇଲ୍ ଚେୟାର ବସି କନ୍ୟା ପଛରେ ବୁଲୁଛନ୍ତି । ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଲୋକ…

ମୋ ପୁଅ ଦୋଷ କରିଥିଲେ ଫାଶୀ ଦେଇଦିଅ: ଏମିତି କହିଲେ ଅନୁପ୍ରବେଶକାରୀଙ୍କ ବାପା

ନୂଆଦିଲ୍ଲୀ: ଯଦି ମୋ ପୁଅ କିଛି ଭୁଲ କରିଛି ତେବେ ତାଙ୍କୁ ଫାଶୀ ଦିଆଯିବା ଉଚିତ୍ । ଏଥିରେ ମୋର କୌଣସି ଆପତ୍ତି ନାହିଁ । ଏମିତି କିଛି କହିଛନ୍ତି ସଂସଦ ଭିତରେ ପଶି ଧୂଆଁ ସ୍ପ୍ରେ କରିଥିବା ଅଭିଯୁକ୍ତ ମନୋରଞ୍ଜନ ଗୌଡ଼ାଙ୍କ ବାପା ଦେବରାଜ ଗୌଡା । ବୁଧବାର ଲୋକସଭା ଚାଲିଥିବା ବେଳେ ଦୁଇ ଜଣ…

ସଂସଦ ଭବନକୁ ୫ ଜଣ ଆସିଥିଲେ, ୪ ଜଣଙ୍କ ମୋବାଇଲ ନେଇ ପଞ୍ଚମ ବ୍ୟକ୍ତି ଫେରାର ହୋଇଗଲେ

ନୂଆଦିଲ୍ଲୀ: ସଂସଦ ଭବନରେ ଅଜଣା ବ୍ୟକ୍ତି ପଶିବା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । କୁହାଯାଉଛି, ସଂସଦ ଭବନ ଭିତରକୁ ୪ ଜଣ ନୁହେଁ, ୫ ଜଣ ବ୍ୟକ୍ତି ଆସିଥିଲେ । ସଂସଦ ବାହାର ଓ ଭିତରୁ ୪ ଜଣଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ୪ ଜଣ ଅଭିଯୁକ୍ତ ହେଲେ ନୀଲମ,…

ବିଜେପି ଏମପିଙ୍କ ସମ୍ପର୍କୀୟ କହି ସଂସଦରେ ପଶିଥିଲେ ୨ ଅଭିଯୁକ୍ତ; ଅଟୋଚାଳକ ଓ ତାଙ୍କ ପତ୍ନୀଙ୍କ ସମେତ ୬ ଗିରଫ

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ବ୍ୟବସ୍ଥାକୁ ନେଇ ଦିଲ୍ଲୀ ପୋଲିସ ଏବେ ଆକ୍ସନ ମୋଡରେ ଅଛି । ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରାଯାଇଛି । କୁହାଯାଉଛି, ଚାରି ଅଭିଯୁକ୍ତ ଗୁରୁଗ୍ରାମର ସେକ୍ଟର-୭ ହାଉସିଂ ବୋର୍ଡ କଲୋନୀରେ ଗତକାଲିଠାରୁ ରହୁଥିଲେ। ଚାରିଜଣ ଯାକ ବିକ୍କି…

ଆଇପିଏଲ ବ୍ରାଣ୍ଡ ଭାଲ୍ୟୁ: ମୁମ୍ବାଇ ଇଣ୍ଡିଆନ୍ସ ଶୀର୍ଷରେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ପାଇଁ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଡିସେମ୍ବର ୧୯ରେ ହେବ । ଏଥିପାଇଁ ସମସ୍ତ ୧୦ ଫ୍ରାଂଚାଇଚ ସେମାନଙ୍କ ପ୍ରସ୍ତୁତି ଶେଷ କରିଛନ୍ତି । ବୁଧବାର ଆଇପିଏଲର ବ୍ରାଣ୍ଡଭାଲ୍ୟୁ ସମ୍ପର୍କୀତ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ…

ୟୁଏଇରେ ଖୋଲିବ ବିୟର ଫ୍ୟାକ୍ଟ୍ରି

ଦୁବାଇ: ୟୁଏଇରେ ପ୍ରଥମ ଥର ପାଇଁ ବିୟର ଫ୍ୟାକ୍ଟ୍ରି ଖୋଲିବାକୁ ଯାଉଛି । ଆମେରିକୀୟ କମ୍ପାନୀ କ୍ରାଫ୍ଟ ବାୟ ସାଇଡ ଏ ନେଇ କାର୍ଯ୍ୟ ଆରମ୍ଭ କରି ଦେଇଛି । ୨ ବର୍ଷ ତଳେ ୟୁଏଇ ପକ୍ଷରୁ କମ୍ପାନରକୁ ଏ ନେଇ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ଏହା ଏକ ମୁସଲିମ ଦେଶ ହୋଇଥିବାରୁ କମ୍ପାନୀକୁ କେତେକ…

ମହାଦେବ ବେଟିଂ ଆପର ମାଷ୍ଟର ମାଇଣ୍ଡ ରବି ଉପ୍ପଲ ଗିରଫ

ନୂଆଦିଲ୍ଲୀ: ପୋଲିସ କବଜାରେ ମହାଦେବ ବେଟିଂ ଆପର ଅନ୍ୟତମ ମାଷ୍ଟର ମାଇଣ୍ଡ ରବି ଉପ୍ପଲ । ମାଷ୍ଟର ମାଇଣ୍ଡ ରବିକୁ ଗିରଫ କରିଛି ଦୁବାଇ ପୋଲିସ୍ । ଭାରତରେ ଇଡି ଏହି ଆପକୁ ନେଇ ଖୋଳତାଡ଼ କରୁଛି । ଏହି ସମୟରେ ଆପର ମାଲିକଙ୍କ ଅନ୍ୟତମ ସହଯୋଗୀ ରବି ଉପ୍ପଲ ଦୁବାଇରୁ ଧରା ପଡ଼ିଛି। ଇଡିର ଅନୁରୋଧ…

ଉଦବୋଧନ ଅଧାରେ ସଂସଦ ଭିତରେ ପଡିଗଲେ ତୁର୍କୀ ସାଂସଦ

ଆଙ୍କାରା: ଉଦବୋଧନ ଦେବାବେଳେ ସଂସଦ ଭିତରେ ତଳେ ପଡିଗଲେ ସାଂସଦ । ଇସ୍ରାଏଲ-ଗାଜା ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ବେଳେ ନିଜ ମତ ରଖୁଥିଲେ ସାଂସଦ ହାସନ ବିତମେଜ । ଇସ୍ରାଏଲ ଭଗବାନଙ୍କ କୋପର ଶିକାର ହେବ ବୋଲି କହିବାବେଳେ ହଠାତ ତଳେ ପଡିଯାଇଥିଲେ । ତୁର୍କୀର ଗ୍ରାଣ୍ଡ ନ୍ୟାସନାଲ ଆସେମ୍ବ୍ଲିରେ…