ଖୁବ ଶୀଘ୍ର ଭୁବନେଶ୍ୱରରେ କୁକୁରଙ୍କ ପାଇଁ ହେବ ଶ୍ମଶାନ
ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରରେ କୁକୁରଙ୍କ ପାଇଁ ହେବ ଶ୍ମଶାନ । ଆଉ ରାସ୍ତା କଡରେ ପଡିବନି କୁକୁରଙ୍କ ମୃତଦେହ । କୁକୁରଙ୍କ ପାଇଁ ମଶାଣି ତିଆରି କରିବ ଭୁବନେଶ୍ୱର ମହାନଗର ନିଗମ । ଏଥିପାଇଁ ଜାଗା ଚିହ୍ନଟ ହୋଇ ସାରିଛି । ଖୁବ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା…