Latest Odisha News

BREAKING NEWS

Yearly Archives

2023

ଫିଲ୍ମ ‘ଡଙ୍କି’ ରିଲିଜ ହେବା ପୂର୍ବରୁ ମା’ ବୈଷ୍ଣୋ ଦେବୀଙ୍କୁ ଦର୍ଶନ କଲେ କିଙ୍ଗ ଖାନ୍

ମୁମ୍ବାଇ: ସମସ୍ତଙ୍କ ନଜର ଏବେ ଶାହାରୁଖ ଖାନଙ୍କ ଅପକମିଙ୍ଗ ଫିଲ୍ମ 'ଡଙ୍କି' ଉପରେ । କାରଣ ଚଳିତବର୍ଷ କିଙ୍ଗ ଖାନ୍ ଙ୍କ ପ୍ରଥମ ଦୁଇଟି ଫିଲ୍ମ ବ୍ଲକବଷ୍ଟର ହୋଇଥିଲା । ଶାହାରୁଖ ଙ୍କ ଅଭିନୀତ 'ପଠାନ' ଚଳିତବର୍ଷ ଆରମ୍ଭରେ ରିଲିଜ ହୋଇଥିଲା ​​ଯାହା ବେଶ ଲୋକପ୍ରିୟତା ହାସିଲ କରିଥିଲା । ଫିଲ୍ମରେ…

ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଆସନ୍ତାକାଲି ହେବ ଶପଥଗ୍ରହଣ ଉତ୍ସବ: ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧୩ ତାରିଖରେ ଶପଥଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ । ଉଭୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶରେ ପୂର୍ବାହ୍ନ ୧୧ଟା ୩୦ରେ ମୋତିଲାଲ ନେହରୁ ଷ୍ଟାଡିୟମରେ ଶପଥଗ୍ରହଣ…

ରଦ୍ଦ ହେଲା ତେଲଙ୍ଗାନା ଡିଜିପିଙ୍କ ନିଲମ୍ବନ ଆଦେଶ : ଭୋଟ ଗଣତିବେଳେ ରେବନ୍ଥ ରେଡ୍ଡୀଙ୍କୁ ଭେଟି ଫସିଥିଲେ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଆଜି ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ ଅଞ୍ଜନୀ କୁମାର ନିଲମ୍ବନକୁ ରଦ୍ଦ କରିଛନ୍ତି । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଅର୍ଥାତ ଭୋଟ ଗଣତି ଚାଲିଥିବାବେଳେ କଂଗ୍ରେସ ନେତା ରେବନ୍ଥ ରେଡ୍ଡିଙ୍କୁ ସାକ୍ଷାତ କରି ଆଚାରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗ…

ବାଇକ୍ ଚୋରି ରାକେଟର ପର୍ଦ୍ଦାଫାଶ; ୧୨ ବାଇକ ଜବତ, ଜଣେ ଗିରଫ

ସୋନପୁର: ସୋନପୁରରେ ବାଇକ ଚୋରୀ ରାକେଟର ପର୍ଦ୍ଦାଫାଶ । ଘଟଣାରେ ଜଣେ ଚୋରକୁ ଗିରଫ କରିଛି ପୋଲିସ । ଗିରଫ ଚୋର ଜଣକ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳର ଚିତ୍ତରଞ୍ଜନ ପାଣିଗ୍ରାହୀ । ଚୋର ନିକଟରୁ ୧୨ ଟି ଚୋରି ବାଇକ୍ ଜବତ କରିବାକୁ ସଫଳ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍‌ପି…

ଡିସେମ୍ବର ୨୪ରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଡିସେମ୍ବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ନେଇ ପିଏମଓ ପକ୍ଷରୁ କୌଣସି ସୂଚନା ଦିଆ ଯାଇ ନ ଥିଲେ ହେଁ ବିରୋଧୀଦଳ ମୁଖ୍ୟ ସଚେତନ ମୋହନ ମାଝିଙ୍କ ପକ୍ଷରୁ ଏହି ସୁଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ…

ଜେଲରୁ ବାହାରିବା ପରେ ଅର୍ଚ୍ଚନାଙ୍କ ଦମ୍ଭୋକ୍ତି: ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ, ସମସ୍ତଙ୍କର ପୋଲ୍ କୋର୍ଟରେ…

ଭୁବନେଶ୍ୱର: ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ । ମୁଁ ସମସ୍ତଙ୍କର ପୋଲ ଖୋଲିବି । ସବୁ କଥା କହିବି । ସବୁ ତଥ୍ୟ ପ୍ରମାଣ ଦେବି । ହେଲେ କୋର୍ଟଙ୍କ ପାଖରେ । ଜେଲରୁ ବାହାରିବା ପରେ ଆଜି ଏମିତି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ । ହନିଟ୍ରାପ ଏବଂ…

ରାଜ୍ୟରେ ଖସୁଛି ପାରଦ, ବଢ଼ୁଛି ଶୀତ; ଆସନ୍ତା ୧୫ ଯାଏଁ ରହିବ ଶୀତର ପ୍ରଭାବ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସିଛି ପାରଦ । ଫଳରେ ଅଧିକାଂଶ ସ୍ଥାନରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି । ଅନେକ ଦିନ ହେବ ଶୀତ ଋତୁ ଆରମ୍ଭ ହୋଇଥିବାବେଳେ, ଏଯାଏଁ ଟିକିଏ ହେଲେ ଶୀତ ଅନୁଭୂତ ହୋଇନଥିଲା । ହେଲେ ଗତ ଦୁଇ ରୁ ତିନି ଦିନ ହେବ ହଠାତ୍ ଶୀତ ଅନୁଭୂତ…

ରଣଦୀପ-ଲିନ୍ ଙ୍କ ରିସେପ୍ସନ୍ ପାର୍ଟିରେ ରୋମାଣ୍ଟିକ୍ ଏଣ୍ଟ୍ରି କରି ପୁଣି ଚର୍ଚ୍ଚାରେ ତମନ୍ନା ଓ ବିଜୟ

ମୁମ୍ବାଇ: ଏବେ ବି-ଟାଉନ ର ଲାଇମ ଲାଇଟ ରେ ତମନ୍ନା ଭାଟିଆ-ବିଜୟ ବର୍ମା । ବର୍ତ୍ତମାନ ପ୍ରତ୍ୟେକ ପାର୍ଟି ଓ ଇଭେଣ୍ଟରେ ନିଜର ସାନଦାର ଏଣ୍ଟ୍ରୀ ପାଇଁ ଚର୍ଚ୍ଚା ରେ ରହୁଛନ୍ତି ଏହି ନ୍ୟୁ ଲଭ ବାର୍ଡ । ଫିଲ୍ମ 'ଲଷ୍ଟ ଷ୍ଟୋରୀଜ-2' ର ସେଟରୁ ଆରମ୍ଭ ହୋଇଥିଲା ତମନ୍ନା ଓ ବିଜୟ ଙ୍କ ଲଭ ଷ୍ଟୋରୀ ।…

ବିଦ୍ୟୁତ୍ ଖୁଣ୍ଟରେ ପିଟି ହେଲା କାର, ୨ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ରାଣିତାଲ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବିଦ୍ୟୁତ୍ ଖୁଣ୍ଟରେ ପିଟିଲା ହେଲା କାର୍ । ଦୁର୍ଘଟଣାରେ ୨ ମୃତ ଅନ୍ୟ ଦୁଇ ଗୁରୁତର । ଚିକିତ୍ସା ପାଇଁ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି । ସୂଚନା ଅନୁଯାୟୀ, ଆଜି ସକାଳୁ ପଶ୍ଚିମବଙ୍ଗ ରୁ ପୁରୀ ଯାଉଥିବା ଏକ କାର୍…

କବିତା : ଶୀତରାତି

ଈଶ୍ୱରୀ ଶୀତରାତି ଲାଗେ ବଡ଼ ନିଛାଟିଆ ସଞ୍ଜ ଗଡ଼ିଗଲା ପରେ ତୁମ ଆସିବାର ଠିକଣା ନଥାଏ ତଥାପି ଏ ମନ ଝୁରେ।। କୁଆଁରୀ କୁମୁଦ ଚାନ୍ଦ-ପ୍ରେମାମୃତ ଜୋଛନାର ପରଶରେ ପ୍ରିୟର କୋଳରେ ମଧୁ-ଆଲିଙ୍ଗନେ ପ୍ରସ୍ଫୁଟିତ ସରସୀରେ।। ଗାଆଁରୁ ସହର ଶୀତର ଚାଦର ତନୁମନେ ଭରାପ୍ରୀତି ଚଉଷଠି…