Latest Odisha News

BREAKING NEWS

Yearly Archives

2023

ଦିବ୍ୟାଙ୍ଗଙ୍କ ମଧ୍ୟରେ ହେବ ମିଷ୍ଟର ଓ ମିସ ଇଣ୍ଡିଆ ପ୍ରତିଯୋଗିତା

ଭୁବନେଶ୍ୱର: ଦିବ୍ୟାଙ୍ଗମାନଙ୍କ ପ୍ରତିଭା ଅନ୍ୱେଷଣ ପାଇଁ ଆସନ୍ତା ବର୍ଷ ଜାନୁଆରୀ ଓ ଫେବୃଆରୀ ମାସରେ ମିଷ୍ଟର ଓ ମିସ୍ ଇଣ୍ଡିଆ ପ୍ରତିଯୋଗିତା ଓଡ଼ିଶାରେ ଆୟୋଜନ କରାଯିବ । ପରିବର୍ତ୍ତନ ଓ ସ୍ୱାଭିମାନ ସଂଗଠନ ପକ୍ଷରୁ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି । ଏହି…

ଶ୍ରୀ ନୃତ୍ୟୋତ୍ସବ ୨୦୨୩ ଉଦ୍‌ଯାପିତ , ଦଳଗତ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର : ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ନୃତ୍ୟ ଅନୁଷ୍ଠାନ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ଆୟୋଜିତ ଶ୍ରୀ ନୃତ୍ୟୋତ୍ସବ ୨୦୨୩ ଆଜି ଭଞ୍ଜ କଳା ମଣ୍ଡପରେ ଉଦ୍‌ଯାପିତ ହୋଇଯାଇଅଛି । ଉଦ୍‌ଯାପନୀ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟର ଏକକ, ଦୈତ୍ୟ ଓ ଦଳଗତ ପର୍ଯ୍ୟାୟରେ ବିଶିଷ୍ଟ ଖ୍ୟାତନାମା…

କିମ୍‍ସରେ ଆରମ୍ଭ ହେଲା ବେଲୁନ୍ ମାଇକ୍ରୋ-କମ୍ପ୍ରେସନ୍ ଚିକିତ୍ସା

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ (କିମ୍‌ସ)ରେ ପ୍ରଥମ ଥର ପାଇଁ ବେଲୁନ୍ ମାଇକ୍ରୋକମ୍ପ୍ରେସନ୍ ଚିକିତ୍ସା ଆରମ୍ଭ ହୋଇଛି। ଦୀର୍ଘ ୭ବର୍ଷ ଧରି ମୁହଁରେ ଯନ୍ତ୍ରଣା ଭୋଗୁଥିବା ଜନୈକା ରୋଗୀଙ୍କଠାରେ ସଫଳ ଚିକିତ୍ସା କରାଯାଇପାରିଛି। ଏଭଳି ପଦ୍ଧତି ପ୍ରଥମ ଥର ଲାଗି…

ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ ‘ବ୍ଲକଚେନ୍‌’ ଟେକ୍ନୋଲୋଜି ବ୍ୟବହାର କରିବାରେ ବଲାଙ୍ଗିରର ‘ଓଭୋ ଫାର୍ମ’ ଦେଶରେ ପ୍ରଥମ

ଭୁବନେଶ୍ୱର/ବଲାଙ୍ଗିର, ୯ ଡିସେମ୍ବର ୨୦୨୩: ଆଜି କୃଷି ଉଦ୍ୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ଉତ୍ପାଦନ ପ୍ରକ୍ରିୟା ବ୍ୟାପକ ଓ ଦକ୍ଷ ହୋଇପାରୁଛି। ଅଣ୍ଡା ଉଦ୍ୟୋଗରେ ‘ବ୍ଲକଚେନ୍‌’ ପରି ଟେକ୍ନୋଲୋଜି ବ୍ୟବହାର କରି ବଲାଙ୍ଗିରର ‘ଓଭୋ ଫାର୍ମ’ ଉତ୍ପାଦର ଗୁଣବତ୍ତା…

ନବୀନ ଜିନ୍ଦଲ ନେତୃତ୍ଵାଧୀନ ଜେଏସପିଏଲକୁ ସିଏସଆର ଜର୍ଣ୍ଣାଲ ସିଏସଆର ଏକ୍ସେଲେନ୍ସ ପୁରସ୍କାର

ନୂଆଦିଲ୍ଲୀ: ଦେଶର ଗ୍ରାମାଞ୍ଚଳ ତଥା ଆଦିବାସୀ ଅଞ୍ଚଳରେ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବିଶ୍ବର ଅନ୍ୟତମ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ସିଏସଆର ଜର୍ଣ୍ଣାଲ ଦ୍ୱାରା ସିଏସଆର ଏକ୍ସଲେନ୍ସ ଆୱାର୍ଡ ପ୍ରଦାନ କରାଯାଇଛି ।…

ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୩ର ଶୁଭାରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କଳାଭୂମିଠାରେ ରବିବାର ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୩ର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ୍ ୨୦୨୩ ହେଉଛି ଏକ ୧୪ ଦିନିଆ ସ୍ମରଣୀୟ ଯାତ୍ରାର ଦ୍ୱିତୀୟ ସଂସ୍କରଣ । ଷ୍ଟାର୍ଟଅପ୍ ବ୍ୟବସ୍ଥାର ପ୍ରତ୍ୟେକ ଅଂଶୀଦାରଙ୍କ…

ଅଲିଭ ରିଡଲେଙ୍କ ପାଇଁ ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷଣ

ବାଲେଶ୍ୱର: ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ବନ୍ଦ ରହିବ କ୍ଷେପଣାସ୍ତ୍ର ପରୀକ୍ଷଣ । ଚାନ୍ଦିପୁରର ଆଇଟିଆରରୁ ୩ ମାସ ଧରି ବନ୍ଦ ରହିବ ମିଜାଇଲ ପରୀକ୍ଷଣ । ଲକ୍ଷାଧିକ ଅଲିଭ ରିଡ୍‌ଲେ କଇଁଛ ସେମାନଙ୍କ ବଂଶ ବୃଦ୍ଧି ପାଇଁ ଓଡ଼ିଶା ଉପକୂଳକୁ ବାଛିଥାନ୍ତି । ଏମାନଙ୍କ ସୁରକ୍ଷା ପାଇଁ ବାଲେଶ୍ୱରରୁ…

ଏକ୍ସପ୍ରେସ୍ ଟ୍ରେନରେ ରହିବନି ସାଧାରଣ ବଗି, ମହଙ୍ଗା ହେବ ରେଳ ଯାତ୍ରା

ନୂଆଦିଲ୍ଲୀ : ଏକ୍ସପ୍ରେସ୍ ଟ୍ରେନରେ ରହିବନି ସାଧାରଣ ବଗି । ଆଗକୁ ମହଙ୍ଗା ହେବ ରେଳ ଯାତ୍ରା । କାରଣ ଏଣିକି ଟ୍ରେନରେ ଜେନେରାଲ ବଗି ଓ ସ୍ଲିପର୍ କୋଚ୍ ବଦଳରେ ଲାଗିବ ଏସି କୋଚ୍ । ଆସନ୍ତା ୨ ବର୍ଷ ଭିତରେ କେତେକ ପାସେଞ୍ଜର ଟ୍ରେନ୍ ବ୍ୟତୀତ ସମସ୍ତ ଏକ୍ସପ୍ରେସ୍ ଟ୍ରେନ୍‌ରେ ଏହି ବ୍ୟବସ୍ଥା…

ମ୍ୟାଟ୍ରିକ ନମୁନା ପ୍ରଶ୍ନପତ୍ରରେ ତ୍ରୁଟି : ହରଡ଼ଗଣାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ବର୍ଷ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି । ଏହି ତ୍ରୁଟି ଦେଖି ଛାତ୍ରଛାତ୍ରୀ ହରଡ଼ ଗଣାରେ ପଡ଼ିଛନ୍ତି । କାହାକୁ ପଢ଼ିବେ ନିଜ ପାଠ୍ୟକ୍ରମକୁ ନା…

ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ଚଷମା କାଢି ରିଲ୍ସ ବନାଇଲେ ଯୁବକ : ପରେ ମାଗିଲେ କ୍ଷମା

ରାଜନଗର: ଆଜିକାଲି ଯୁବପିଢୀଙ୍କ ପାଇଁ ରିଲ୍ସ କରିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ଏମିତି କି ରିଲ୍ସ ପାଇଁ ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଇଥାନ୍ତି । ଆଉ କିଛି ସ୍ଥାନ,କାଳ, ପାତ୍ର ବି ଭୁଲି ଯାଆନ୍ତି । ମନଛୁଆଁ ଗୀତର ତାଳେ ତାଳେ ନୃତ୍ୟ କରି ଭିଡିଓ କରିଥାନ୍ତି । ଏବେ ସେମିତି ଏକ…