‘ମଦ ଦୁର୍ନୀତି ଓ ବିପୁଳ ଗଚ୍ଛିତ କଳାଟଙ୍କା ବିରୋଧରେ ଆସନ୍ତାକାଲି ଆନ୍ଦୋଳନ କରିବ ବିଜେପି’
ଭୁବନେଶ୍ୱର: ରାଜ୍ୟରେ ମଦ ସାମ୍ରାଜ୍ୟରେ ଆୟକର ବିଭାଗର ରେଡ୍ ରେ ପୁଳା ପୁଳା କଳା ଟଙ୍କା ର ଗୁମର ଫିଟୁଛି । ଯାହାକୁ ନେଇ ଆସନ୍ତାକାଲି (ସୋମବର) ରାଜ୍ୟର ସମସ୍ତ ସବ୍ଡିଭିଜନ ସମ୍ମୁଖରେ ବିଜେପି ପକ୍ଷରୁ ବିଜେଡି ସରକାରର ଏହି ମଦ ଦୁର୍ନୀତି ଓ ଗଚ୍ଛିତ ବିପୁଳ କଳାଟଙ୍କା ବିରୋଧରେ ପ୍ରତିବାଦ…