Latest Odisha News

BREAKING NEWS

Yearly Archives

2023

ମହୁଆ କାହା ସମର୍ଥନରେ ବେଆଇନ କାମ କରିଥିଲେ କହି ପିନାକୀଙ୍କୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ପ୍ରଶ୍ନ ପାଇଁ ଟଙ୍କା ନେବା ମାମଲାରେ ଟିଏମସିର ଫାୟାର ବ୍ରାଣ୍ଡ ନେତ୍ରୀ ମହୁଆ ମୈତ୍ର ସଂସଦରୁ ବହିଷ୍କୃତ ହୋଇଛନ୍ତି। ଏବେ ଏହା ସାରା ଦେଶରେ ଏକ ରାଜନୀତିକ ମୁଦ୍ଦା ପାଲଟିଥିବା ବେଳେ ଓଡ଼ିଶା ବିଜେପି ଏହି ପ୍ରସଙ୍ଗରେ ପୁରୀର ବିଜେଡି ନେତା ତଥା ସାଂସଦ ପିନାକି ମିଶ୍ରଙ୍କୁ…

ସୋନିଆ ଗାନ୍ଧି@୭୭, ଇଟାଲୀର ସୋନିଆ ଗାନ୍ଧି ଭାରତରେ କେମିତି ସାଜିଲେ ଶକ୍ତିଶାଳୀ ମହିଳା

ନୂଆଦିଲ୍ଲୀ: ୭୭ ବର୍ଷରେ ପାଦ ଥାପିଲେ ସୋନିଆ ଗାନ୍ଧି । ସର୍ବାଧିକ ସମୟ ପର୍ଯ୍ୟନ୍ତ ଅଧ୍ୟକ୍ଷା ରହିଥିବା ସୋନିଆଙ୍କୁ ଆଜି ଜନ୍ମଦିନରେ ବହୁ ନେତା ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି । ସୋସିଆଲ ମିଡିଆରେ  ପ୍ରଧାନମନ୍ତ୍ରୀ…

ବିଜେପି ଏବେ ଯାହା ଚିନ୍ତା କରୁଛି ତାହା ପୂର୍ବରୁ ବିଜେଡି କରି ସାରିଛି: ଦେବୀ ମିଶ୍ର

ଭୁବନେଶ୍ୱର: ଲୋକଙ୍କ ସହ ରହିଲେ ନିର୍ବାଚନ ଜିତିହେବ। କ୍ଷମତାରେ ଯିଏବା ଥାଉନା କାହିଁକି। ତେଣୁ ଗାଁ ଲୋକଙ୍କ ସହ ନିରନ୍ତର ଯୋଗାଯୋଗରେ ରହିବାକୁ ଦିଲ୍ଲୀର କେନ୍ଦ୍ର ନେତୃତ୍ୱ ରାଜ୍ୟ ବିଜେପି ସଭାପତିଙ୍କୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ଫେରି ଏହା କହିଛନ୍ତି ମନମୋହନ ସାମଲ। ଏହାପରେ…

ପୃଥିବୀକୁ ଉତାପରୁ ବଂଚାଇବା ପାଇଁ ଉଦ୍ୟମ ଆରମ୍ଭ

ନୂଆଦିଲ୍ଲୀ: ମନୁଷ୍ୟର ଭୁଲ ଯୋଗୁ ପୃଥିବୀ ଧିରେ ଧିରେ ଉତପ୍ତମୟ ହୋଇ ଉଠୁଛି । ତାପମାତ୍ରା ଓ ଜଳବାୟୁ ଉପରେ ଅଙ୍କୁଶ ଲଗାଇବାରେ ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ବିଫଳ ହୋଇଛନ୍ତି । ତେବେ ତାପମାତ୍ରା ଉପରେ କାବୁ ପାଇବା ପାଇଁ ସେମାନେ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ଏଥିପାଇଁ ସୂର୍ଯ୍ୟଙ୍କ…

ଦକ୍ଷିଣ ଭାରତର ୩୦୦କୋଟି ବିଜେଟ ଫିଲ୍ମରେ ବବି ହେବେ ଖଳନାୟକ

ମୁମ୍ବାଇ: ଆନିମଲ ଫିଲ୍ମରେ ଖଳନାୟକ ଭୂମିକା କରିଥିବା ବବି ଦେଓଲଙ୍କ ଚର୍ଚ୍ଚା ଏବେ ସବୁଠାରେ । ବଲିଉଡ ପରେ ଏବେ ସାଉଥ ଫିଲ୍ମରୁ ବବିଙ୍କୁ ଡାକରା ଆସିଲାଣି । ମହାନ ନିର୍ଦ୍ଦେଶକ ରବୀନ୍ଦ୍ର ବବିଙ୍କ ନିର୍ଦ୍ଦେଶନାରେ ଏକ ବିଗ ବଜେଟ ଫିଲ୍ମ ନିର୍ମିତ ହେଉଛି । ନନ୍ଦମୁରୀ ବାଲାକ୍ରିଷ୍ଣାଙ୍କ ଏହା…

ଏଠି ଅଣଓଡ଼ିଆ ଠିକାଦାର ପାଉଛନ୍ତି ବଡ ବଡ ପ୍ରକଳ୍ପ କାମ, ଓଡ଼ିଆ ଯାଉଛନ୍ତି ଦାଦନ-‘ମୋ ଦଳ’

ଭୁବନେଶ୍ଵର: ରାଜ୍ୟରେ ଅଣଓଡ଼ିଆଙ୍କ ପ୍ରାଦୁର୍ଭାବ ବଢୁଛି ।  ଅଣ ଓଡ଼ିଆ ଠିକାଦାରଙ୍କ ରାଜ ଚାଲିଛି । ଏହି ଅଣଓଡ଼ିଆ ଠିକାଦାରଙ୍କ ହାତରେ ବଡ ବଡ ବିକାଶମୂଳକ କାମ ଟେକି ଦିଆଯାଉଛି । ବିକାଶ ନାମରେ ରାଜ୍ୟରେ ଏକ ମହାଲୁଟ ଚାଲିଛି । ଏମିତି କହି ବିଜେଡି ସରକାର ଏବଂ ନବୀନ   ଓଡ଼ିଶାର ଅଧ୍ୟକ୍ଷ…

ଏଆଇକୁ ନିୟନ୍ତ୍ରଣ କରିବା ପାଇଁ ନିୟମ ପ୍ରସ୍ତୁତ କରିବାକୁୂ ରାଜି ହେଲା ୟୁରୋପିଆନ ୟୁନିୟନ

ନୂଆଦିଲ୍ଲୀ: ଆର୍ଟିଫିଶିଆଲ ଇଂଟେଲିଜେନ୍ସି(ଏଆଇ) ଧିରେ ଧିରେ ସମସ୍ୟା ସୃଷ୍ଟି କରିବାରେ ଲାଗିଲାଣି । ଏହା ଉପରେ ନିୟନ୍ତ୍ରଣ ପାଇଁ ନିୟମ ପ୍ରଣୟନ କରିବାକୁ ଦାବୀ ହେଉଥିଲା । ଶେଷରେ ୟୁରୋପିଆନ ୟୁନିୟନ ଏଥିନେଇ ରାଜି ହୋଇଛି । ଏହାକୁ ଏଆଇ ଅକ୍ଟ କୁହାଯିବ । ଯେଉଁ ଦେଶରେ ଏଆଇ ବ୍ୟବହାର…

ମିସାଇଲ ଟେଷ୍ଟ ଉପରେ ସାମୟିକ ରୋକ୍, ମନେ ପକାଇଦେଲା ଠେକୁଆ-କଇଁଛ କାହାଣୀ

ବାଲେଶ୍ୱର: କଇଁଛ-ଠେକୁଆ ଗପ ପ୍ରାୟତଃ ଶୁଣିଥିବେ। ଯେଉଁଥିରେ ମନ୍ଥର ଗତିରେ ଯାଉଥିବା କଇଁଛ କିଭଳି ଠେକୁଆଠୁ ଆଗେଇ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚଥିଲା। ସେହିପରି ଏକ ନିଆରା ଘଟଣା ଦେଖିବାକୁ ମିଳିଛି ଏବେ ଭଦ୍ରକ ଏପିଜେ ଅବଦୁଲ କଲାମ ଦ୍ବୀପରେ। ଆଉ ଏ ଲଢେଇ ଥିଲା କଇଁଛର ସୁରକ୍ଷା ବନାମ ଡିଆରଡିଓର…

ନବରଙ୍ଗପୁରରେ ଚାଞ୍ଚଲ୍ୟ: ଭାଲୁ ଆକ୍ରମଣରେ ଠିକାଦାର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁରରେ ଚାଞ୍ଚଲ୍ୟ । ଭାଲୁ ଆକ୍ରମଣରେ ଠିକାଦାର ମୃତ୍ୟୁ । ମୃତକଙ୍କ ପରିଚୟ ମିଳିଥିବା ବେଳେ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ଦେଇ ଯାଇଥିବା ବିକ୍ରମପୁର ଭତରା…

ସମାନ ଦୂରତା ପାଇଁ ଦୁଇଟି ଭିନ୍ନ ଭିନ୍ନ ଭଡ଼ା, ରେଲଓ୍ବେ ଯାତ୍ରୀଙ୍କ ପକେଟ ଉପରେ ପଡ଼ୁଛି ବୋଝ

ଭଦ୍ରକ: ଖଡଗପୁର ଓ ଭଦ୍ରକ ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀମାନେ ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଯେଉଁଠି ସେମାନେ ଯାତ୍ରା କରୁଥିବା ଦିଗ ଅନୁସାରେ ସମାନ ଦୂରତା ପାଇଁ ଅଲଗା ଅଲଗା ଭଡା ନେଉଛି ରେଲଓ୍ବେ। ଖଡ଼ଗପୁର-ଭଦ୍ରକ ପାସେଞ୍ଜର ସ୍ପେଶାଲ ଟ୍ରେନରେ ଯାତ୍ରା କରିବା ବେଳେ…