Latest Odisha News

BREAKING NEWS

Yearly Archives

2023

ପଦ୍ମପୁରର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ହେଲେ ଚଭନ କୁନାଲ ମୋତିରାମ

ଭୁବନେଶ୍ବର: ପଦ୍ମପୁର ପାଇଁ ଏକ ନୂତନ ଅତିରିକ୍ତ ଜିଲ୍ଲାପାଳ (ADM) ପଦବୀ ସୃଷ୍ଟି କୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ପଦ୍ମପୁର ର ପ୍ରଥମ ଅତିରିକ୍ତ ଜିଲ୍ଲାପାଳ ହୋଇଛନ୍ତି ୨୦୨୦ ବ୍ୟାଚ୍‌ ର IAS ଅଫିସର ଚଭନ କୁନାଲ ମୋତିରାମ । ତେବେ ଏଡିଏମଙ୍କ…

ପୁରୁଷ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ମେକଅପ ନିଅନ୍ତି ମହିଳା କର୍ମଚାରୀ

ବେଜିଂ: ସାଧାରଣତଃ ମହିଳାମାନେ ନିଜକୁ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିଥାନ୍ତି । ସେଥିଲାଗି ସେମାନେ ଅଧିକାଂଶ ସମୟ ମେକ୍‌ଅପ୍ ନେଇଥାନ୍ତି । ଅଫିସ ହେଉ କି କୁଆଡ଼େ ବୁଲିବାକୁ ସବୁ ସ୍ଥାନକୁ ଯିବା ବେଳେ ମହିଳାମାନେ ମେକ୍‌ଅପ୍ ନେଇଥାନ୍ତି । ହେଲେ ଚୀନ୍‌ର ଏମିତି ଏକ କମ୍ପାନୀ ଅଛି ଯେଉଁଠି…

ମାଲଦା-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ: ଆସନ୍ତାକାଲି ଭିଡିଓ କନଫରେନ୍ସିଂ ଦ୍ବାରା ଶୁଭାରମ୍ଭ କରିବେ…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଡିସେମ୍ବର 30 ରେ ଅଯୋଧ୍ୟା ଧାମ ରେଳ ଷ୍ଟେସନରୁ ଭିଡିଓ କନଫରେନ୍ସିଂ ଜରିଆରେ ମାଲଦା ଟାଉନ-ବେଙ୍ଗାଲୁରୁ ଅମୃତ ଭାରତ ଏକ୍ସପ୍ରେସ ସମେତ ଛଅଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଏବଂ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ…

ସାପକୁ ଚୁମ୍ବନ ଦେବା ମହଙ୍ଗା ପଡ଼ିଲା

ଆଜିକାଲି ଯୁବପିଢି ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ ବନାଉଛନ୍ତି । ନିକଟରେ ଜଣେ ଯୁବକ ଗୋଟେ ଅଜଗର ସାପକୁ ଧରି ଗେଲ ହେବା ମହଙ୍ଗା ପଡ଼ିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ…

ନୂଆବର୍ଷରେ ଐତିହାସିକ ଲଞ୍ଚ କରିବ ଇସ୍ରୋ, ବିଶ୍ୱର ଏପରି ଦ୍ୱିତୀୟ ସାଟେଲାଇଟ୍ ଯାହା ଖୋଲିବ ବ୍ରହ୍ମାଣ୍ଡର ରହସ୍ୟ

ନୂଆଦିଲ୍ଲୀ: ଆଉ କିଛି ଦିନର ଅପେକ୍ଷା । ପୁଣି ଇତିହାସ ରଚିବ ଇସ୍ରୋ (ISRO) । ଆସନ୍ତା ଜାନୁଆରୀ ୧ ତାରିଖ ସକାଳ ୯ ଟା ସମୟରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ XPoSAT ସାଟେଲାଇଟ୍ ଉତକ୍ଷେପଣ କରାଯିବ । ଏହି ସାଟେଲାଇଟ୍ ମହାକାଶରେ ଘଟୁଥିବା ରାଡିଏସନ୍ କୁ ଷ୍ଟଡି ବା…

ଭୁବନେଶ୍ବରରୁ ଅପହୃତ ‘ଓଲା’ ଡ୍ରାଇଭର ଯାଜପୁରରୁ ଉଦ୍ଧାର, ୩ ଗିରଫ

ଭୁବନେଶ୍ବର: ଭୁବନେଶ୍ବରରେ କିଡନାପ୍ ଯାଜପୁରରୁ ଉଦ୍ଧାର। ଧର୍ମଶାଳା ଥାନା ଆରୁହା ଅଞ୍ଚଳର ଏକ ନିକାଞ୍ଚନ ସ୍ଥାନରୁ ଉଦ୍ଧାର ହେଲେ ଅପହୃତ 'ଓଲା' ଡ୍ରାଇଭର। ଏଥିସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଉଦ୍ଧାର 'ଓଲା' ଡ୍ରାଇଭର ପାତ୍ରପଡ଼ା କିଞ୍ଜଲ ଗାର୍ଡେନ ଅଞ୍ଚଳର ପିଣ୍ଟୁ…

ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ଯୋଗ ଦେବେ ସୋନିଆ !

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ । ଏଥିଲାଗି ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏହି କାର୍ଯ୍ୟକ୍ରମରେ କିଏ କିଏ ଯୋଗ ଦେବେ ସେମାନଙ୍କ ନିକଟକୁ ନିମନ୍ତ୍ରଣପତ୍ର ପଠାଯାଇଛି । ତେବେ ଏହି…

ନେପାଳ କ୍ରିକେଟର ସନ୍ଦୀପ ଲାମିଛେନ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ

କାଠମାଣ୍ଡୁ: ନେପାଳର କ୍ରିକେଟର ସନ୍ଦୀପ ଲାମିଛେନ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପରବର୍ତୀ ଶୁଣାଣୀରେ କୋର୍ଟ ତାଙ୍କୁ ଦଣ୍ଡ ପ୍ରଦାନ କରିବ । ତେବେ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦୁଷ୍କର୍ମ ସମୟରେ ଝିଅ ନାବାଳିକ ନ ଥିଲେ । ଜାନୁୟାରୀ ୧୨ରେ ପାଟନା ହାଇକୋର୍ଟ ଜାମିନ…

ବହୁଚର୍ଚ୍ଚିତ ମା’ ଗୃହ ୱାଡେନ ଲକ୍ଷ୍ମୀ ମାଝୀ ମୃତ୍ୟୁ ମାମଲା: ଚନ୍ଦ୍ରପୁରରେ ଖୋଲତାଡ ଆରମ୍ଭକାଲା…

ରାୟଗଡା: ବହୁଚର୍ଚ୍ଚିତ ଚନ୍ଦ୍ରପୁର ମାଆ ଗୃହ ୱାଡେନ ଲକ୍ଷ୍ମୀ ମାଝୀ ମୃତ୍ୟୁର ଖୋଳତାଡ ଆରମ୍ଭକାଲା କ୍ରାଇମବ୍ରାଞ୍ଚ୍ ଟିମ୍ । ଘଟଣାସ୍ଥଳ ଚନ୍ଦ୍ରପୁର ଠାରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ପହଞ୍ଚି ତଦନ୍ତ ଜାରିରଖିଛନ୍ତି । ଟିମ୍ ରେ ଡିଆଇଜି ଚରଣ ସିଂ ମିନାଙ୍କ ସମେତ ଜିଲ୍ଲା ଏସପି ବିବେକାନନ୍ଦ…

ବ୍ରିଜଭୂଷଣଙ୍କ ଘରୁ କାର୍ଯ୍ୟାଳୟ ଉଠାଇନେଲା ଡବ୍ଲ୍ୟୁଏଫଆଇ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘ ତାର କାର୍ଯ୍ୟାଳୟକୁ ପୂର୍ବ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ଘରୁ ଉଠାଇ ନେଇଛି । କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ କଡା ଆପତି ଦର୍ଶାଯାଇଥିଲା । ନୂଆଦିଲ୍ଲୀର ହରିନଗରରେ ସଂଘର ନୂତନ କାର୍ଯ୍ୟାଳୟରେ ଏଥର ସମସ୍ତ କାର୍ଯ୍ୟ ହେବ ।…