Latest Odisha News

BREAKING NEWS

Yearly Archives

2023

ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ

ଭଦ୍ରକ: ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି । ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରେ ଥିବା ଲଞ୍ଚ ପ୍ୟାଡ଼ରୁ ଆଜି ଏହି ପରୀକ୍ଷଣ ହୋଇଥିଲା । ଏହି ‘ଅଗ୍ନି-୧’ କ୍ଷେପଣାସ୍ତ୍ର ୧ ହଜାରରୁ ୨ ହଜାର ଭିତରେ…

ମଦ ୟୁନିଟରେ ଆୟକର ଚଢାଉ ବେଳେ ମୁହାଁମୁହିଁ ହେଲେ ବିଜେପି-ବିଜେଡି

ସୁନ୍ଦରଗଡ: ବିଜେପି ବିଧାୟିକା କୁସୁମ ଟେଟେ ଅଭିଯୋଗ କରିଛନ୍ତି ଯେ ଆୟକର ବିଭାଗ ତଦନ୍ତ କରୁଥିବା ମଦ ଉତ୍ପାଦନ ୟୁନିଟର ଜମି ପୂର୍ବତନ ବିଧାୟକ ଯୋଗେଶ ସିଂହଙ୍କ ମା' ଓ ଭାଇଙ୍କ ମାଲିକାନାରେ ଥିଲା। ତେବେ ଏହି ଦାବିକୁ ଯୋଗେଶ ସିଂହ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଯଦି ସେ ତାଙ୍କ ବୟାନକୁ…

ମୋବାଇଲ ଲୁଟ୍ ଘଟଣାରେ ୫ ଅଭିଯୁକ୍ତ ଗିରଫ

ବରଗଡ: ମୋବାଇଲ ଲୁଟ୍ ଘଟଣାରେ ଆଜି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ । ବରଗଡ଼ ସହରରେ ଲୁଟ୍ କରୁଥିବା ଏହି ଅଭିଯୁକ୍ତ ମାନଙ୍କ ଲୁଟ୍ କରିବାର ଭିଡ଼ିଓ ସିସି ଟିଭିରେ ରେକର୍ଡ ହୋଇଥିଲା । ତେବେ ଦିନ ଦ୍ୱିପ୍ରହର ବେଳେ ଏପରି ଉଦ୍ୟମ କରି ମୋବାଇଲ ଲୁଟ୍ କରୁଥିବା…

ହିନ୍ଦୁତ୍ବ କାର୍ଡ: ଟ୍ରେଣ୍ଡ ସହ ଫ୍ରେଣ୍ଡ ହୋଇପାରିବ ତ କଂଗ୍ରେସ?

ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ବିଜେପିକୁ ଚେକ୍ ଦେବାକୁ ଯାଇ ଗ୍ରହଣ କରିଥିବା ନରମ ହିନ୍ଦୁତ୍ବ କାର୍ଡ ବିଫଳ ହୋଇଛି। ଏପରି ସ୍ଥିତିରେ ଆଗାମୀ ଦିନରେ ରାଜ୍ୟ କଂଗ୍ରେସ ଏହି ରଣନୀତିରୁ ଶିକ୍ଷାଲାଭ କରିବ ନା ଅନ୍ୟ ପ୍ରସଙ୍ଗକୁ ଅଧିକ ଫୋକସ କରିବ ତାହା ଏବେ ଚର୍ଚ୍ଚାର ବିଷୟ…

‘ଧର୍ମକୁ ଆଖି ଠାର ପରି ଫସଲ କ୍ଷୟକ୍ଷତିର ଆକଳନ କରାନଯାଉ’

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ 'ମିଗଜୋମ' ପ୍ରଭାବରେ ଦକ୍ଷଣି ଓଡ଼ିଶା ସମେତ ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକରେ ଧାନ, କପା ଓ ଅନ୍ୟାନ୍ୟ ପନିପରିବା ଫସଲ ବିପୁଳ ଭାବରେ ପ୍ରଭାବିତ ହୋଇଛି । ବର୍ଷା ଓ ବାତ୍ୟା ପୂର୍ବରୁ ସରକାର କେବଳ ଚାଷୀଙ୍କୁ ସତର୍କତା ସୂଚନା ଆଦେଶାବଳୀ ଜାରି କରିବା ଛଡ଼ା ଫସଲ ସୁରକ୍ଷା…

ବଢୁଛି ‘ତେଜସ୍’ର ଚାହିଦା, କ୍ରୟ କରିବାକୁ ଆଗ୍ରହୀ ଏହି ୪ ଦେଶ

ନୂଆଦିଲ୍ଲୀ: ବିଦେଶରେ ବଢ଼ିଛି 'ତେଜସ'ର ଚାହିଦା। ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଫାଇଟର ଜେଟ 'ତେଜସ୍' । ନାଇଜେରିଆ, ଫିଲିପାଇନ୍ସ, ଆର୍ଜେଣ୍ଟିନା ଏବଂ ଇଜିପ୍ଟ ଭାରତର ଲାଇଟ କମ୍ବାଟ ଏୟାରକ୍ରାଫ୍ଟ 'ତେଜସ୍' କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ହିନ୍ଦୁସ୍ତାନ ଏରୋନଟିକ୍ସ…

ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଡରୁଛନ୍ତି ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଏବେ କୌଣସି ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ନଥିବାବେଳେ କାହିଁକି ସେବା ପରିଚାଳନା ଆଇନ (ଏସମା) ଲାଗୁ କରୁଛନ୍ତି ରାଜ୍ୟ ସରକାର?  ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ରାଜ୍ୟ ସରକାରଙ୍କର ଏତେ ଭୟ କାହିଁକି ? ସରକାର ଜାଣି ରଖିବା ଦରକାର ଜୋର ଜବରଦସ୍ତ କରି…

କ୍ୟାରିୟରର ଶେଷ ୨ ବର୍ଷ ଡିଭିଲର୍ସ ଗୋଟିଏ ଖରାପ ଆଖିରେ ଖେଳିଥିଲେ

ଡର୍ବାନ: ଦକ୍ଷିଣ ଆଫ୍ରିକା କ୍ରିକେଟର ୩୬୦ ଡିଗ୍ରୀ ପ୍ଲେୟାର ଭାବେ ପରିଚିତ ଏବି ଡିଭିଲର୍ସ ତାଙ୍କ କ୍ୟାରିୟର କାହିଁକି ଶୀଘ୍ର ଶେଷ କଲେ ତାର ଖୁଲାସା କରିଛନ୍ତି । ୨୦୧୮ରେ ସେ ଆନ୍ତର୍ଜାତୀୟ ଓ ୨୦୨୧ରେ ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ହଠାତ ସେ କାହିଁକି ତାଙ୍କ କ୍ୟାରିୟର ଶେଷ କଲେ…

ବାରାଣସୀରେ ଦୁଇ ପୁଅଙ୍କ ସହ ଝୁଲି ପଡିଲେ ଦମ୍ପତି

ବାରାଣସୀ: ଉତ୍ତର ପ୍ରଦେଶର ବାରାଣସୀରୁ ଗୋଟିଏ ପରିବାରର ୪ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବାପା, ମା' ଓ ଦୁଇ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ଦୃଷ୍ଟିରୁ ଏହା ଆତ୍ମହତ୍ୟା ହୋଇଥିବା ସନ୍ଦେହ କରାଯାଉଛି। ଆଜି ଅପରାହ୍ନରେ ବାରାଣସୀର କୈଳାସ ଭବନର ତୃତୀୟ…

ଫିଲ୍ମ ‘ଆନିମଲ’ ଦେଖି ଭାବବିହ୍ୱଳ ହେଲେ ମା’ ପ୍ରକାଶ କୌର, ପୁଅ ବବିଙ୍କୁ କହିଲେ ଏପରି କିଛି…

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ବର୍ତ୍ତମାନ ବକ୍ସ ଅଫିସରେ ଧୁମ୍ ମଚଉଛି । ଏହି ଫିଲ୍ମ ରିଲିଜ ହେବାର 6 ଦିନ ମଧ୍ୟରେ ୩ ଶହ କୋଟି ଟଙ୍କା ପାର କରିଛି । ଲୋକମାନେ ଫିଲ୍ମ ଆନିମଲ କୁ ବହୁତ ପସନ୍ଦ କରିଛନ୍ତି । ରଣବୀର କପୁରଙ୍କ ଦମଦାର…