Latest Odisha News

BREAKING NEWS

Yearly Archives

2023

ଏମିତି ଗଞ୍ଜା, ଯିଏ କୌଣସି ସେଲିବ୍ରିଟିଙ୍କ ଠାରୁ କମ ନୁହେଁ

ୱାଶିଂଟନ: ମଣିଷ ଘରେ ବିଭିନ୍ନ ପ୍ରକାର ପ୍ରାଣୀ ରଖିବାକୁ ପସନ୍ଦ କରିଥାନ୍ତି । କେହି କେହି କୁକୁର ରଖୁଥିବା ବେଳେ ଆଉ କେହି ଠେକୁଆ, ସାପ,ଶୁଆ ଆଦି ରଖିବାକୁ ଭଲ ପାଇଥାନ୍ତି । ଏବେ ଗଞ୍ଜାକୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏକ ଗଞ୍ଜା ଜୋତା ପିନ୍ଧି…

ଟୁଥବ୍ରଶକୁ ଖାଇଦେଲେ ମହିଳା,ବିଗିଡ଼ି ଗଲା ଅବସ୍ଥା

ଟୁଥବ୍ରଶକୁ ଆମେ ସାଧାରଣତଃ ଦାନ୍ତ ଘଷିବା ପାଇଁ ବ୍ୟବହାର କରୁଥାଉ । ଟୁଥ୍‌ବ୍ରଶକୁ ନେଇ ନିକଟରେ ଏପରି କିଛି ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ସ୍ପେନୀୟ ମହିଳା ତାଙ୍କ ଟୁଥବ୍ରଶକୁ ଗିଳି ଦେଇଛନ୍ତି ଯାହା ପରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ।…

ବାଘଛାଲ ଡିଲ୍ ବେଳେ କାବୁ କଲା ବନବିଭାଗ, ୬ ଅଭିଯୁକ୍ତ ଗିରଫ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘଛାଲ ଜବତ । କଳାହାଣ୍ଡି ଧର୍ମଗଡ ରେଞ୍ଜ ଏବଂ ଛତିଶଗଡ ବନ ବିଭାଗ ପକ୍ଷରୁ ମିଳିତ ଚଢାଉ ବେଳେ ଏକ କଲରାପତରିଆ ବାଘ ଛାଲ ଜବତ ହୋଇଛି । ଡିଲ୍ ଚାଲୁଥିବା ବେଳେ ମାଡ଼ିବସିଲା ବନ ବିଭାଗ । ଘଟଣାରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ…

ଚୀନକୁ ଶକ୍ତ ଧକ୍କା, ବେଲ୍ଟ ଆଣ୍ଡ ରୋଡ ଇନିଶିଏଟିଭରୁ ଓହରିଲା ଇଟାଲୀ

ନୂଆଦିଲ୍ଲୀ: ଚୀନର ବେଲ୍ଟ ଆଣ୍ଡ ରୋଡ ଇନିଶିଏଟିଭ ପ୍ରୋଜେକ୍ଟକୁ ଶକ୍ତ ଧକ୍କା ଲାଗିଛି । ଇଟାଲୀ ବିଧିବଦ୍ଧ ଭାବେ ଏଥିରୁ ଓହରି ଯାଇଛି । ୨୦୧୯ରେ ଇଟାଲୀ ଏହି ପ୍ରୋଜେକ୍ଟରେ ସାମିଲ ହୋଇଥିଲା । ମାର୍ଚ୍ଚ ୨୦୨୪ରେ ପ୍ରୋଜେକ୍ଟ ଏକ୍ସପାୟରୀ ହେବାକୁ ଥିଲା । ଏହା ଶେଷ ହେବା ପୂର୍ବରୁ ଚୀନକୁ ଇଟାଲୀ…

ଅନୁଗୁଳରେ ରାଜ୍ଯପାଳ ରଘୁବର ଦାସ 

ଅନୁଗୁଳ: ଦୁଇ ଦିନିଆ ଅନୁଗୁଳଗସ୍ତରେ ରାଜ୍ୟପାଳ ରଘୁବର ଦାସ। ଏଥିସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି। ପ୍ରଥମେ ନାଲକୋ ଗେଷ୍ଟ ହାଉସରୁ ବାହାରି ତୁରଙ୍ଗ ପଞ୍ଚାୟତର ଅଙ୍ଗନବାଡି-ଖ କେନ୍ଦ୍ର ପରିଦର୍ଶନ କରିଥିଲେ। ପରେ ତୁରଙ୍ଗ ପଞ୍ଚାୟତର SHG ମହିଳାମାନଙ୍କ ସହିତ ବିଭିନ୍ନ ବିଷୟରେ…

ଏନଡିପିଏସ କୋର୍ଟରେ ଦାଖଲ ହେଲା ୨୨୦ କୋଟି ଟଙ୍କାର ଜବତ କୋକେନ

ପାରାଦୀପ: କୁଜଙ୍ଗ ଜିଲ୍ଲା ଜଜ୍ ଏନଡିପିଏସ କୋର୍ଟରେ କଡା ସୁରକ୍ଷା ମଧ୍ୟରେ ଦାଖଲ ହୋଇଛି ଏମଭି ଦେବୀ ପାନାମା ଜାହାଜରୁ ଜବତ ହୋଇଥିବା ଏହି କୋକେନ । ୨୨ ପ୍ୟାକେଟ ରୁ ୨୨ ଟି ନମୁନା ମାନ୍ୟବର ଅଦାଲତଙ୍କ ନିର୍ଦ୍ଦେଶ ପରେ ସଂଗ୍ରହ କରାଯାଇଥିବା ଦେଖିବାକୁ ମିଳିଛି । ଏହାପରେ ମାନ ପରୀକ୍ଷା ପାଇଁ…

ସନୀଙ୍କ ଭାଇରାଲ ଭିଡିଓର ଖୋଲିଲା ଗୁମର

ମୁମ୍ବାଇ: ଗଦର ୨ ସଫଳତା ପରେ ଏବେ ସମସ୍ତଙ୍କ ନଜର ସନୀ ଦେଓଲଙ୍କ ଉପରେ ରହିଛି । ନିକଟରେ ସୋସିଆଲ ମିଡିଆରେ ସନୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ନିଶାଗ୍ରସ୍ତ ଅବସ୍ଥାରେ ସନୀ ରାସ୍ତା ଉପରେ ଚାଲୁଥିବା ଦେଖିବାକୁ ମିଳିଛି । ତାଙ୍କ ଅବସ୍ଥା ଦେଖି ଜଣେ ଅଟୋ ଡ୍ରାଇଭର ସହଯୋଗ କରି…

ଦୁଇ ମାସ ପାଇଁ ହାଓ୍ବଡ଼ା-ପ୍ରଶାନ୍ତି ନିଳୟମ ଏକ୍ସପ୍ରେସ ଆଂଶିକ ବାତିଲ୍, ପ୍ରଶାନ୍ତି ଏକ୍ସପ୍ରେସର ରୁଟ୍ ପରିବର୍ତ୍ତନ

ଭୁବନେଶ୍ବର: ଦୁଇ ମାସ ଯାଏ ହାଓ୍ବଡ଼ା-ପ୍ରଶାନ୍ତି ନିଳୟମ ଏକ୍ସପ୍ରେସ ଆଂଶିକ ବାତିଲ୍। ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ଆଂଶିକ ବାତିଲ କରାଯାଇଛି। ସେହିପରି ବାସମପଲ୍ଲୀ ରେଳ ଷ୍ଟେସନ ମଧ୍ୟରେ ଟନେଲ ଓ ବ୍ରିଜ ଗୁଡିକର…

‘ରାଜ୍ୟର ୫୭ଟି ସଂରକ୍ଷିତ ବିଧାନସଭା ନର୍ବାଚନ ମଣ୍ଡଳୀରେ ନେତୃତ୍ୱ ବିକାଶ ମିଶନକୁ ତୃଣମୂଳସ୍ତରରୁ ସୁଦୃଢ଼…

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ନେତୃତ୍ୱ ବିକାଶ ମିଶନ (ଏଲଡିଏମ)ର ସମୀକ୍ଷା ବୈଠକ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ…

ବଡଦାଣ୍ଡରେ ହେବ ଗ୍ରୀନ୍ କରିଡର ରାସ୍ତା; ବ୍ୟାଟେରୀ ଗାଡ଼ିରେ ଯାତାୟତ କରିବେ ଭକ୍ତ

ପୁରୀ: ପୁରୀ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ଯାତାୟତରେ ସୁବିଧା ପାଇଁ ଜଗନ୍ନାଥ ବଲ୍ଲଭ ପାର୍କିଂ ଠାରୁ ଶ୍ରୀମନ୍ଦିର ଦୋଳବେଦୀ କୋଣ ଯାଏଁ ହେବ ଗ୍ରୀନ୍ କରିଡର ରାସ୍ତା । ଏହି ରାସ୍ତାରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବସ୍ ଓ ବ୍ୟାଟେରୀ ଚାଳିତ ଗାଡ଼ି ମାଧ୍ୟମରେ ଭକ୍ତମାନେ ଯାତାୟତ…