Latest Odisha News

BREAKING NEWS

Yearly Archives

2023

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି

ଭୁବନେଶ୍ବର: ବଢ଼ିଲା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ । ୬ମାସ କାର୍ଯ୍ୟକାଳ ବୃଦ୍ଧି କଲେ ରାଜ୍ୟ ସରକାର । ୨୦୨୪ ଜୁନ ୩୦ ପର୍ଯ୍ୟନ୍ତ ଏହି ପଦରେ ରହିବେ ପ୍ରଦୀପ ଜେନା। ରାଜ୍ୟ ସରକାର ‌ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା…

ଥାଲାପତି ବିଜୟଙ୍କ ଉପରକୁ ଚପଲ ମାଡ

ନୂଆଦିଲ୍ଲୀ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ଥାଲାପତି ବିଜୟଙ୍କ ଉପରକୁ ଜଣେ ଅଜଣା ବ୍ୟକ୍ତି ଚପଲ ମାଡ କରିଛି । ଅଭିନେତା ତଥା ରାଜନେତା ବିଜୟକାନ୍ତଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ବିଜୟ ଯାଇଥିଲେ । ସେହି ସମୟରେ ଏହି ଅଘଟଣା ଘଟିଛି । ଏ ସମ୍ପର୍କୀତ ଏକ ଭିଡିଓ ଏବେ ଭାଇରାଲ…

କୋରାପୁଟ ଡଙ୍ଗାବୁଡି ଘଟଣାରେ ୫ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ୍‌ ଅଧୀନ ପାତାଳୀ ନଦୀରେ ଏକ ନୌକା ଦୁର୍ଘଟଣାରେ ୫ ଜଣ ଙ୍କର ମୃତ୍ୟୁ ଘଟିଛି । ପୂର୍ବରୁ ପ୍ରଥମେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବାବେଳେ, ଅନ୍ୟ ୪ ଜଣ ନିଖୋଜ ଥିଲେ । ହେଲେ ଏବେ ଅନ୍ୟ ୪ ଜଣ ଙ୍କର ମୃତଦେହ ନଦୀରୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ…

ନନ୍ଦନକାନନ ପ୍ରତିଷ୍ଠା ଦିବସ: ବାଘ, ସିଂହ ଓ ହାତୀ ଶାବକଙ୍କର ନାମକରଣ 

ଭୁବନେଶ୍ବର: ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଉଦଘାଟିତ ହୋଇଛି ବଟନିକାଲ ଗାର୍ଡେନରେ ନବନିର୍ମିତ ବାଉଁଶ ଉଦ୍ୟାନ, ମୋଗଲ ଗାର୍ଡେନ । ଏହାସହ ନନ୍ଦନକାନନର ଓ୍ବାଲିଭ ଖୁଆଡ ଓ ଅଷ୍ଟ୍ରିଚ ଖୁଆଡ ମଧ୍ୟ ଉଦଘାଟନ କରାଯାଇଛି । କାସୁଆରୀ ପକ୍ଷୀ ପାଇଁ…

IPSଙ୍କ ପଦୋନ୍ନତି: ୫ଜଣଙ୍କୁ IG ପାହ୍ୟା, ୬ଜଣ ହେଲେ DIG

ଭୁବନେଶ୍ବର: IPSଙ୍କ ପଦୋନ୍ନତି ହୋଇଛି। ୫ IPSଙ୍କୁ IG ପାହ୍ୟାକୁ ପଦୋନ୍ନତି ମିଳିଥିବା ବେଳେ ୬ IPSଙ୍କ DIG ଭାବେ ପଦୋନ୍ନତି ହୋଇଛି। ଆଇଜି ପାହ୍ୟାକୁ ପଦୋନ୍ନତି ହୋଇଥିବା ୫ IPS ଅଫିସର ୨୦୦୬ ବ୍ୟାଚ୍‌ର। DIG ଅନୁପ ସାହୁ ଆଇଜି ପାହ୍ୟାକୁ ପଦୋନ୍ନତି ପାଇଥିବା ବେଳେ IPS ଅମ୍ରିତା ଦାଶ,…

ଲକ୍ଷ୍ମୀ ମାଝୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ମହିଳା ଅସୁରକ୍ଷିତ । ଓଡ଼ିଶାରେ ମା’ମାନେ ଯଦି ସୁରକ୍ଷିତ ନାହାନ୍ତି, ତାହାଲେ ସରକାରଙ୍କ ମାଙ୍କୁ ‘ସମ୍ମାନ’ ସ୍ଲୋଗାନ ଏକ ଧୂଆଁବାଣ । ଭାରତୀୟ ଜନତା ପାର୍ଟି ସର୍ବଦା ମହିଳାଙ୍କ ସୁରକ୍ଷା ଉପରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରୁଥିଲେ ମଧ୍ୟ ରାଜ୍ୟ ସରକାର ନୀରବ କାହିଁକି?…

୨ସାନ ଭାଇଙ୍କ ଆତ୍ମହତ୍ୟା ଖବର ଶୁଣି ଝୁଲିପଡିଲେ ବଡ ଭାଇ, ଜଣଙ୍କ ଅବସ୍ଥା ସଂକଟାପନ୍ନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ଭଲରେ ଗୋଟିଏ ପରିବାରର ୩ଭାଇଙ୍କ ଆତ୍ମହତ୍ୟା ଉଦ୍ୟମ । ଅଲଗା ଅଲଗା ସ୍ଥାନରୁ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଧନାରୀ ଥାନା ଔରଙ୍ଗାବାଦ ଗାଁର ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ଔରଙ୍ଗାବାଦ ଗାଁର…

ଧିମା ବୋଲିଂ ହାର ଯୋଗୁ ଭାରତ ହରାଇଲା ଡବ୍ଲୁଟିସିର ୨ ପଂଏଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ପରାଜିତ ହେବା ଟିମ ଇଣ୍ଡିଆ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ମ୍ୟାଚରେ ଧିମା ବୋଲିଂ ହାର ଯୋଗୁ ଭାରତର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ୨ ପଂଏଟ କାଟି ଦିଆଯାଇଛି । ଭାରତ ଆବଶ୍ୟକଠାରୁ ୨ ଓଭର ପଛରେ ରହି ଯାଇଥିଲା । ପଂଏଟ…

ଆୟୁର୍ବେଦ ମେଡ଼ିକାଲ ଅଫିସର କ୍ୟାଡର୍ ପୁର୍ନଗଠନକୁ ଛାତ୍ରସଂସଦର ବିରୋଧ

ପୁରୀ: ଆୟୁର୍ବେଦ ମେଡ଼ିକାଲ ଅଫିସର କ୍ୟାଡର୍ ପୁର୍ନଗଠନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଗ୍ରହଣ କରିଥିବା ନିଷ୍ପତ୍ତିକୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଛାତ୍ରସଂସଦ ବିରୋଧ କରିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଛାତ୍ର ସଂସଦ । ଅଭିଯୋଗ ମୁତାବକ,…

କର୍ଣ୍ଣାଟକରେ ଚାଞ୍ଚଲ୍ୟ: ବନ୍ଦ ଘରୁ ୫ଟି ନରକଙ୍କାଳ ଉଦ୍ଧାର 

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଚାଞ୍ଚଲ୍ୟ । ବନ୍ଦ ଘରୁ ଉଦ୍ଧାର ହୋଇଛି ୫ଟି ନରକଙ୍କାଳ । ଚିତ୍ରଦୁର୍ଗ ଜିଲ୍ଲା ଜେଲ୍‌ ରୋଡ୍‌ରେ ଥିବା ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ଘରୁ ୫ଟି ନରକଙ୍କାଳ ଉଦ୍ଧାର କରିଛି ପୋଲିସ । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଘରର ମାଲିକ ହେଉଛନ୍ତି…