Latest Odisha News

BREAKING NEWS

Yearly Archives

2023

ଜାତୀୟ ସବ ଜୁନିୟର କିରୋଗୀ, ପୁମସୀ ଏବଂ କ୍ୟାଡେଟ ପ୍ରତିଯୋଗିତା: ପୁମସିରେ ଓଡିଶା ଚାମ୍ପିୟନ

ଡେରାଡୁନ: ଏଠାରେ ୩୭ତମ ଜାତୀୟ ସବ ଜୁନିୟର କିରୋଗୀ, ୧୧ତମ ପୁମସି ଓ ୬ଷ୍ଠ ତମ କ୍ୟାଡେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପୁମସି ଇଭେଂଟରେ ଓଡିଶା ଓଭରାଲ ୧୮ ସ୍ୱର୍ଣ୍ଣ ଓ ୨ ରୌପ୍ୟ ଜିତି ଚାମ୍ପିୟନ ହୋଇଛି । ସେହିପରି କିରୋଗୀରେ ୬ଟି ରୌପ୍ୟ ଓ ୧୪ କାଂସ୍ୟ ପଦକ ସହ ଓଡିଶା ରନର୍ସଅପରେ…

ମଣିପୁରରେ ପୁଣି ଥରେ ଗୋଷ୍ଠୀ ସଂଘର୍ଷ, ଗୁଳିବିନିମୟରେ ଗୋଟିଏ ଗାଁରେ ୧୩ ମୃତ

ଇମ୍ଫାଲ୍: ପୁଣି ଅଶାନ୍ତ ହେଲା ମଣିପୁର। ସ୍ଥିତି ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡି ଯାଇଛି। ଇଣ୍ଟରନେଟ୍‌ ସେବା ଉପରୁ ବ୍ୟାନ୍‌ ହଟିବା ପରେ ପୁଣିଥରେ ହିଂସା ଦେଖାଦେଇଛି । ଆଜି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ପରସ୍ପରକୁ ଉପରକୁ ଗୁଳିମାଡ଼ କରିଛନ୍ତି ଦୁଇ ଗୋଷ୍ଠୀ। ଏଥିରେ…

ମିଜୋରାମ ନିର୍ବାଚନ: ହାରିଗଲେ ମୁଖ୍ୟମନ୍ତ୍ରୀ, ସରକାର ଗଢିବ ଜେଡପିଏମ

ଆଇଜଲ: ମିଜୋରାମରେ ବହୁମତ ସହ ସରକାର ଗଢିବ ଜେଡପିଏମ । ୨୭ ଆସନରେ ଜିତି ଶାସକ ମିଜୋ ନାଶନାଲ ଫ୍ରଣ୍ଟ ବା ଏମଏନଏଫଠାରୁ କ୍ଷମତା ଛଡେଇ ନେଇଛନ୍ତି ଲାଲଦୁହୋମା । ଆଞ୍ଚଳିକ ଦଳ ଜେଡପିଏମ ଏବଂ ଏମଏନଏଫ ମଧ୍ୟରେ ଏଠାରେ ଜୋରଦାର ଲଢେଇ ଚାଲିଥିଲା । ୪୦ ଆସନ ବିଶିଷ୍ଟ ଏହି ରାଜ୍ୟରେ ମ୍ୟାଜିକ…

ଇତିହାସ ରଚିଲେ ଦୀପିକା, ପୁଣି ଥରେ ଦେଶକୁ ଗୌରବାନ୍ୱିତ କଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ବ୍ରେନ୍ ଓ୍ବିଥ୍ ବ୍ୟୁଟି ସୁନ୍ଦରୀ ମାନଙ୍କ ତାଲିକାରେ ଅନ୍ତର୍ଭୁକ୍ତ । ଦୀପିକା କେବଳ ସୁନ୍ଦର ଏବଂ ଜଣେ ମହାନ ଅଭିନେତ୍ରୀ ନୁହନ୍ତି, ସେ ମଧ୍ୟ ବହୁତ ପ୍ରତିଭାଶାଳୀ ଅଟନ୍ତି । ତାଙ୍କର ଅଭିନୟ ଦକ୍ଷତା ଏବଂ ସୁନ୍ଦର ଚେହେରା ହେତୁ ଦୀପିକା…

ମୁଖ୍ୟମନ୍ତ୍ରୀ ରେସ: ମଧ୍ୟପ୍ରଦେଶ-ରାଜସ୍ଥାନରେ ପିଉସୀ-ପୁତୁରା ଆଗରେ

ନୂଆଦିଲ୍ଲୀ:ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନରେ ବିଜେପି ବିପୁଳ ଭୋଟରେ ବିଜୟ ଲାଭ କରିଛି । ଏହି ତିନି ରାଜ୍ୟରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲା । ମୋଦିଙ୍କ ନାଁ ଏବଂ ସାମୁହିକ ନେତୃତ୍ୱକୁ ସମ୍ବଳ କରି ନିର୍ବାଚନ ଲଢିଥିଲା । ଏବେ ଫଳଫଳ…

ତୁର୍କିରେ ଭୂ-କମ୍ପ ଝଟକା, ଜାଣନ୍ତୁ କେତେ ରହିଛି ତୀବ୍ରତା

ଅଙ୍କାରା: ପାକିସ୍ତାନ ପରେ ତୁର୍କୀରେ ପ୍ରବଳ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପ୍ରବଳ ଭୂକମ୍ପ ଯୋଗୁଁ ଲୋକମାନେ ଭୟଭୀତ ହୋଇଯାଇ ହୋଇ ଘରୁ ବାହାରକୁ ଚାଲିଆସିଥିଲେ । ତୁର୍କୀରେ ପୂର୍ବରୁ ମଧ୍ୟ ଏକ ଭୟଙ୍କର ଭୂକମ୍ପ ଘଟିଥିଲା ​​ଯାହା ଦ୍ବାରା ବିପୁଳ ପରିମାଣର ଧ୍ୱଂସ ଘଟିଥିଲା । ଆଜିର ଏହି…

ଚଳନ୍ତା କାର୍ ରେ ଷ୍ଟଣ୍ଟ କରିବା ପଡିଲା ମହଙ୍ଗା, କଟିଲା ୨୩ ହଜାର ଟଙ୍କାର ଚାଲାଣ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ବର୍ତ୍ତମାନ ଇନଷ୍ଟା ହଉ କି ଫେସବୁକ ରିଲ୍ ତିଆରି କରିବାର ଭୂତ ସମସ୍ତଙ୍କୁ ଘାରିଛି । ପିଲାଠୁ ବୁଢା ଯାଏଁ ସମସ୍ତେ ଏହି ରୋଗରେ ପୀଡିତ । ବିଶେଷ କରି ଯୁବପୀଢି ମାନେ ନିଜ ଜୀବନକୁ ମଧ୍ୟ ବିପଦରେ ପକାଇବାକୁ ପଛଉନାହାନ୍ତି । ଏହିପରି ଭାବେ ଅନେକ ଖବର ସାମ୍ନାକୁ ଆସୁଥିବାବଳେ ଆଉ ଏକ…

ମରିବାର ଅଛି ତ ବସ୍ ସାମ୍ନାକୁ ଯାଅ, ମୋ ଦେଢ କୋଟିର କାରପାଖକୁ ନୁହେଁ..ବାଇକ ଆରୋହୀଙ୍କ ଉପରେ ବର୍ଷିଲେ ପୂର୍ବତନ…

ନୂଆଦିଲ୍ଲୀ:ପୂର୍ବ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ବୋହୂ ତଥା ଏଚଡି ରେବନ୍ନାଙ୍କ ପତ୍ନୀ ଭବାନୀ ରେବନ୍ନାଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ କ୍ଲିପରେ ଭବାନୀ ରେବନ୍ନା ଜଣେ ବାଇକ ଆରୋହୀଙ୍କୁ ତେଢା ଗଳାରେ କିଛି କହୁଛନ୍ତି । ତାଙ୍କ କଥାରୁ ଯାହା ଜଣାପଡୁଛି, ବାଇକ ଆରୋହୀ…

ଶୀତ ଦିନେ ଫିଟ ରହିବାକୁ କଣ କରିବେ, ଜାଣନ୍ତୁ…

ଭୁବନେଶ୍ଵର: ଶୀତ ଦିନେ ସମସ୍ତେ ନିଜ ଶରୀରକୁ ମେଣ୍ଟେନ କରିବା ଏବଂ ସୁସ୍ଥ ରଖିବା ପାଇଁ ଚାହାନ୍ତି । କିନ୍ତୁ ଥଣ୍ଡା ଯୋଗୁଁ ଖାଦ୍ୟପେୟରେ ଧ୍ୟାନ ନଦେଇ କେବଳ ବ୍ୟାୟମ କରନ୍ତି । ଶୀତ ଦିନେ ଗରମା ଗରମ ଖାଦ୍ୟ ତଥା ତେଲଛଣା ଖାଦ୍ୟ ଖାଇଥାନ୍ତି । ଯାହାଦ୍ଵାରା ସେମାନଙ୍କର ଓଜନ ବଢିଥାଏ । ତେବେ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି; ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା

ଭୁବନେଶ୍ବର: ଐତିହାସିକ କଟକ ବାଲିଯାତ୍ରାର ଆହୁରି ମଜା ନେବେ ଲୋକେ,  କରାଣ ଆଉ ଗୋଟିଏ ଦିନ ବଢିଲା କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରା କୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।…