ଦୀର୍ଘ ୧୭ ଦିନ ପରେ ଟନେଲରୁ ବାହାରିଲେ ଶ୍ରମିକ, ଫୋନରେ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି
ଉତ୍ତରାଖଣ୍ଡ: ହାରିଲା ପାହାଡ, ଜିତିଲା ଜୀବନ । ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଶ୍ରମିକଙ୍କୁ ଦୀର୍ଘ ୧୭ଦିନ ପରେ ଗତକାଲି ସୁରକ୍ଷିତ ଉଦ୍ଧାର କରାଯାଇଛି । ଟନେଲରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବା ପରେ ସଙ୍ଗେ ସଙ୍ଗେ ସେମାନଙ୍କୁ ଆମ୍ବୁଲାନ୍ସ ଜରିଆରେ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ…