ପାକିସ୍ତାନ ନିର୍ବାଚନ: ସବୁ ଆସନରୁ ପ୍ରାର୍ଥୀ ଦେବ ଲସ୍କର-ଏ-ତୋଇବା
ଲାହୋର: ଆସନ୍ତା ବର୍ଷ ଫେବ୍ରୁଆରୀ ୮ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ମଧ୍ୟ ସରିଛି। ଆଉ ଏହାରି ମଧ୍ୟରେ ଆସିଛି ଏକ ବଡ଼ ଖବର। ନିର୍ବାଚନରେ ସମସ୍ତ ଆସନରେ ଲଢିବ ଭାରତର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ତଥା ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ…