୩ଗୁଣ ବୃଦ୍ଧି ପାଇଛି କରୋନାର JN.1 ଭାରିଆଣ୍ଟ
ନୂଆଦିଲ୍ଲୀ: ଦୀର୍ଘ ସମୟ ବ୍ୟବଧାନ ପରେ କରୋନା ଭାଇରସ୍ ପୁଣି ଥରେ ବ୍ୟାପିବାରେ ଲାଗିଛି। ଏଥର ନୂଆ ରୂପରେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛି। କେରଳରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଭୟ ବଢି ଯାଇଛି। ସୂଚନାନୁସାରେ, ଗୋଟିଏ ଦିନରେ JN.1 ସଂକ୍ରମଣ ତିନି ଗୁଣ ବୃଦ୍ଧି ଘଟିଛି। ପ୍ରଥମେ…