Latest Odisha News

BREAKING NEWS

Yearly Archives

2023

ମା’କୁ ଖୁଣ୍ଟିରେ ବାନ୍ଧିଥିବା ନିଷ୍ଠୁର ପୁଅକୁ ଏବେ ଗିରଫ କଲା ପୋଲିସ

କେନ୍ଦୁଝର: କୋବି ଚୋରି ଅଭିଯୋଗରେ ମାକୁ ଖୁଣ୍ଟିରେ ବାନ୍ଧି ପକାଇଥିବା ନିଷ୍ଠୁର ପୁଅ ଶତ୍ରୁଘ୍ନ ମହନ୍ତ ଗିରଫ। ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଏହି ଗିରଫ କରିଛି। ପରେ ଶତ୍ରୁଘ୍ନକୁ କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି। ସଂପୃକ୍ତ ଖବରଟି ସୋଶିଆଲ ମିଡିଆରେ ଭାଇରାଲ ହେବା ପରେ…

ରେଜିଷ୍ଟ୍ରେଡ ଦଳ ତାଲିକାରୁ ହଟିଲା ଇମ୍ରାନଙ୍କ ପିଟିଆଇ: ଚିହ୍ନ ବି ନେଇଗଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ପାକିସ୍ତାନରେ ସାଧାରଣ ନିର୍ବାଚନକୁ ନେଇ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଝଟକା । ନିର୍ବାଚନ ଆୟୋଗ ଇମ୍ରାନଙ୍କ ପାକିସ୍ତାନ-ତେହରିକ-ଏ-ଇନସାଫକୁ ରେଜିଷ୍ଟ୍ରେଡ ପାର୍ଟି ତାଲିକାରୁ ବାଦ ଦେଇଛନ୍ତି । ଏପରିକି ନିର୍ବାଚନ ଆୟୋଗ ତାଙ୍କ ଦଳର ଚିହ୍ନକୁ ଛଡାଇ ନେଇଛନ୍ତି ।…

ଇଭିଏମ ଏପରି ହେରଫେର ହୋଇପାରିବ, ଖୁବଶୀଘ୍ର ରହସ୍ୟ ଉନ୍ମୋଚନ କରିିବି: ସାମ୍ ପିଟ୍ରୋଡା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ପ୍ରତିଥର ଭଳି ଏଥର ମଧ୍ୟ ଇଭିଏମକୁ ନେଇ ପ୍ରଶ୍ନ ଉଠାଉଥିବା ବେଳେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ବିଶ୍ୱସ୍ତ ତଥା ଓଭରସିଜ କଂଗ୍ରେସ ସଭାପତି ସାମ୍ ପିଟ୍ରୋଡା ଇଭିଏମ୍ କୁ ନେଇ ପ୍ରଶ୍ନ ଉଠାଇବା ସହ ଖୁବ୍ ଶୀଘ୍ର ଏହାକୁ…

ହୃଦ୍ ରୋଗୀଙ୍କ ପାଇଁ ରାମବାଣ

ନୂଆଦିଲ୍ଲୀ : ଶୀତଦିନେ ଆମେ ସାଧରଣତଃ ବିଭିନ୍ନ ପ୍ରକାର ଫ୍ରେସ୍ ପନିପରିବା ଖାଇଥାଉ  । ସେଥିମଧରୁ ଏକ ପରିବା ହେଉଛି ଭେଣ୍ତି  । ଯାହାକୁ ଅଧିକାଂଶ ଲୋକେ ଖାଇବାକୁ ଭଲ ପାଆନ୍ତି। ଏହା ବଜାରରେ ଅତି ସହଜରେ ମିଳିଥାଏ। କିନ୍ତୁ ଆପଣ ଜାଣନ୍ତି କି , ଏହି ଭେଣ୍ତି ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ…

ଇଣ୍ଡିଆ ମେଣ୍ଟରେ ସାମିଲ ହେବ ବିଏସପି ! ମୁ୍ହଁ ଖୋଲିଲେ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ୪ର୍ଥ ବୈଠକ ପରେ ବହୁଜନ ସମାଜପାର୍ଟି ସାମିଲ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ ବିଏସପିକୁ ଇଣ୍ଡିଆ ମେଣ୍ଟରେ ସାମିଲ କରବା ଖବର ଉପରେ ପ୍ରତିକ୍ରିୟା ରଖିଛନ୍ତି ଏବଂ କହିଛନ୍ତି, ମେଣ୍ଟ ଦଳ…

ବଡ଼ଦିନରେ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ବଡ଼ଭିଡ଼

ପୁରୀ: ନୂଆବର୍ଷ ପାଖେଇ ଆସୁଥିବା ବେଳେ ଆଜି ବଡ଼ଦିନ। ସରକାରୀ କାର୍ଯ୍ୟାଳୟଠୁ ଆରମ୍ଭ କରି ସ୍କୁଲ କଲେଜ ଛୁଟି ରହିଥିବାରୁ ଲୋକେ ପୁରୀ ଆସି କାଳିଆ ଠାକୁରର ଆଶୀର୍ବାଦ ନେବାକୁ ଭିଡ ଜମାଇଛନ୍ତି। ୨୦୨୩କୁ ବିଦାୟ ଦେବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଶୀର୍ବାଦ ନେବାକୁ ଆଗ୍ରହୀ…

ଜୟପୁରର ଏକ ସ୍କୁଲରେ ହୃଦଘାତରେ ୧୪ ବର୍ଷୀୟ ବାଳକର ମୃତ୍ୟୁ!

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଘରୋଇ ସ୍କୁଲରେ ଏକ ଦୁଃଖଦ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ୧୪ ବର୍ଷର ବାଳକ ଯୋଗେଶ ସିଂହ ହୃଦଘାତରେ ପ୍ରାଣ ହରାଇଛନ୍ତି। ଡିସେମ୍ବର ୧୯ ତାରିଖ ସକାଳେ ଯୋଗେଶ ନିଜ କ୍ଲାସରୁମକୁ ଯାଇଥିଲେ। କ୍ଲାସରୁମ୍ କବାଟ ନିକଟରେ ପହଞ୍ଚିବା…

ଖ୍ରୀଷ୍ଟମାସରେ ଗାଜା ଶରଣାର୍ଥୀ ଶିବିରରେ ଭୟଙ୍କର ବୋମାମାଡ: ୭୦ ମୃତ

ନୂଆଦିଲ୍ଲୀ:ଇସ୍ରାଏଲ-ହମାସ ଯୁଦ୍ଧର ୮୦ ବିତିଗଲାଣି । ଆଜି ଖ୍ରୀଷ୍ଟମାସରେ ଗାଜାରେ ଏୟାର ଷ୍ଟ୍ରାଇକ କରାଯାଇଛି ।  ଏହି ଆକ୍ରମଣରେ ଶିଶୁଙ୍କ ସମେତ ୭୦ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଗାଜା ପଟ୍ଟିରେ ଏହି ଆକ୍ରମଣ ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି । ରବିବାର…

ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ଖ୍ରୀଷ୍ଟମାସ ଓ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ପ୍ରସ୍ତୁତ ଭୁବନେଶ୍ବର

ଭୁବନେଶ୍ୱର: ଖ୍ରୀଷ୍ଟମାସ ଓ ଜିରୋ ନାଇଟ୍ ସେଲିବ୍ରେସନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କମିଶନରେଟ୍ ପୁଲିସ ପକ୍ଷରୁ ସହରବାସୀଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ…

ଟ୍ରାଫିକରେ ରୁନ୍ଧି ହୋଇଗଲେ ଲୋକେ, ଗାଡ଼ି ଧୂଆଁ ଭିତରେ ତିନି ଘଣ୍ଟା ଛିଡ଼ା ହେଲେ ଲୋକେ

ବେଙ୍ଗାଲୁରୁ: ଖ୍ରୀଷ୍ଟମାସ ସାଙ୍ଗକୁ ରବିବାର ଭାବିପାରୁଥିବେ ସହର ମଝିରେ ହେଉ ଅବା ଜାତୀୟ ରାଜପଥର ଦୃଶ୍ୟ କେମିତି ଥିବ ଅନୁମାନ କରିପାରୁଥିବେ। ଯାହ ଦେଖିବାକୁ ମିଳିଥିଲା ଦେଶର ଆଇଟି ସିଟି ବେଙ୍ଗାଲୁର ରାସ୍ତାରେ।  ଏସିଆର ଫିନିକ୍ସ ମଲରେ ଲୋକେ ଭିଡ଼ ଜମାଉଥିବା ବେଳେ ୧୦୦ ଫୁଟ ଉଚ୍ଚତାରେ ଠିଆ…