ଧୋନୀଙ୍କ ଆଇପିଏଲରୁ ଅବସର ସମ୍ପର୍କରେ ରହସ୍ୟ ଉଜାଗର କଲେ ଚେନ୍ନାଇ ସିଇଓ
ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣ ପରେ ମହେନ୍ଦ୍ର ସିଂ ଧୋନୀ ଅବସର ନେବେ କି ନାହିଁ ସେ ସମ୍ପର୍କରେ ଚେନ୍ନାଇ ସୁପର କିଙ୍ଗସ ସିଇଓ କାଶୀ ବିଶ୍ୱନାଥନ ଖୁଲାସା କରିଛନ୍ତି । ସେ ପ୍ରଥମେ ଧୋନୀଙ୍କ ଫିଟନେସ ନେଇ କହିଥିଲେ । ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି ଓ ୧୦ ଦିନ…