ଭୋକିଲା ପରିବାରକୁ ମନ ପସନ୍ଦର ଖାଦ୍ୟ ଖୁଆଇ ଦେଲେ ଡିଜିଟାଲ କ୍ରିଏଟର
ନୂଆଦିଲ୍ଲୀ: ବେଳେବେଳେ ସୋସିଆଲ ମିଡିଆରେ କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ, ଯେଉଁଥିରେ ଅନେକ କିଛି ଶିଖିବାକୁ ମିଳିଥାଏ । ଏବେ ଜଣେ ଡିଜିଟାଲ କ୍ରିଏଟରଙ୍କ ସେଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ ଭୋକିଲା ପରିବାରକୁ ଖାଦ୍ୟ ଖୁଆଉଛନ୍ତି । ରାସ୍ତାରେ ଏକ ପରିବାର ଭୋକ ଉପସାରେ…