ବ୍ଲଗର କାମିୟା ଜାନିକୁ ନେଇ ବିବାଦ: କାର୍ଯ୍ୟାନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସେନା
ଭୁବନେଶ୍ୱର: ବ୍ଲଗର କାମିୟା ଜାନିକୁ ନେଇ ବିବାଦ ବଢିବାରେ ଲାଗିଛି। ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ 5-ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ଓ ଜାନିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ଅଭିଯାନର ସଦସ୍ୟମାନେ ଲୋୟର ପିଏମଜିରେ ଏକ ରାଲି ଓ ବିକ୍ଷୋଭ ପ୍ରଦର୍ଶନ କରି…