ରାଉରକେଲାରେ କୋଲେରା ଆତଙ୍କ, ସରକାରୀ ରିପୋର୍ଟ ତୁଳନାରେ ବେସରକାରୀ ମୃତ୍ୟୁ ସଂଖ୍ୟା ଅଧିକ
ରାଉରକେଲା: ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ)ରେ କୋଲେରା ବା ହଇଜା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ମଧୁସୂଦନପାଲିର ସାବିତ୍ରୀ ଗିରି ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଘଟିଥିବା ଏହି ଦୁଃଖଦ ଘଟଣା ସହିତ ରାଉରକେଲାରେ କୋଲେରା ରୋଗରେ ଅଣଆନୁଷ୍ଠାନିକ…