Latest Odisha News

BREAKING NEWS

Yearly Archives

2023

ଭିଜିଲାନ୍‌ସ ଜାଲରେ ବିଦ୍ୟୁତ୍ ବିଭାଗର କନିଷ୍ଠଯନ୍ତ୍ରୀ, ୩୦ ହଜାର ଟଙ୍କା ଜବତ

ସୁନ୍ଦରଗଡ଼: ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ କରାଇଦେବା ପାଇଁ ଲାଞ୍ଚ ନେଉଥିବାବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ଟାଟାପାୱାର ବଡ଼ଗାଁ ସେକ୍ସନରେ କାର୍ଯ୍ୟରତ ଜଣେ କନିଷ୍ଠଯନ୍ତ୍ରୀଙ୍କୁ କାବୁ କରିଛି । ତାଙ୍କ ନିକଟରୁ ରାସାୟନିକ ପ୍ରଲେପବୋଳା ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତ ହେଉଛନ୍ତି…

ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ ସ୍କୁଲରେ ୬ଷ୍ଠ ପ୍ରତିଷ୍ଠା ଦିବସ ଧୁମଧାମରେ ପାଳିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ ସ୍କୁଲର ୬ଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ଡିସେମ୍ବର ୨୦ ଓ ୨୧ ଦୁଇ ଦିନ ଧରି ଉତ୍ସାହର ସହ ପାଳନ ହେଉଛି । 'ଦଶାବତାର'ର ବିଷୟବସ୍ତୁକୁ ନେଇ ଏହି ଉତ୍ସବ ଏକ ଆଥଲେଟିକ୍ ମିଟ୍ ସହିତ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭୁବନେଶ୍ୱର ଡିଆଇଜି ତଥା…

ବଦଳିବ ଅପରାଧର ସଂଜ୍ଞା: ନଜର ପକାନ୍ତୁ, ଛିନତାଇ, ଗଣ ଦୁଷ୍କର୍ମ ଓ ଭିଡ ହିଂସାର ଦଣ୍ଡବିଧାନ କ’ଣ ରହିଛି?

ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ତିନିଟି ବିଲ୍ ଉପରେ ହୋଇଥିବା ବିତର୍କର ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ ଏହାକୁ ୧୫୦ ବର୍ଷର ପରାଧୀନତାର ମାନସିକତାରୁ ବାହାରିବା ବୋଲି କହିଛନ୍ତି। ଏହି ତିନିଟି ନୂଆ ଆଇନ ବିଲ୍ ପାସ୍ ହେବା ପରେ ଅନେକ ବିଭାଗରେ ଗୁରୁତ୍ୱପୂର୍ଣ୍ଣ…

କଂଗ୍ରେସ ପାଣ୍ଠିକୁ ନିରଞ୍ଜନ ପଟ୍ଟନାୟକ ଦେଲେ ୧ ଲକ୍ଷ ୩୮ ହଜାର, ଏଯାବତ କେତେ ମିଳିଲାଣି ଚାନ୍ଦା?

ଭୁବନେଶ୍ୱର: ବରିଷ୍ଠ ନେତା ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର କ୍ରାଉଡଫଣ୍ଡିଂ ଅଭିଯାନ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କା ପ୍ରଦାନ କରିଛନ୍ତି। ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇ କହିଛନ୍ତି ଯେ…

 ଶସ୍ୟରେ ୧୨୦ ଫୁଟ୍ ଉଚ୍ଚର ରାମ-ସୀତାଙ୍କ ପ୍ରତିକୃତି

ଜନକପୁର: ଖାଦ୍ୟ ଶସ୍ୟରେ ୧୨୦ ଫୁଟ୍ ଉଚ୍ଚର ରାମ-ସୀତାଙ୍କ ପ୍ରତିକୃତି । ଖାଦ୍ୟ ଶସ୍ୟ ବ୍ୟବହାର କରି ଭଗବାନ ଶ୍ରୀରାମ ଏବଂ ଦେବୀ ସୀତାଙ୍କ ଚିତ୍ର ବନାଇ ବିଶ୍ୱ ରେକର୍ଡ କଲେ ନେପାଳର କାରିଗର । ଏହାକୁ ତିଆରି କରିବା ପାଇଁ ୧୧ ପ୍ରକାରର ଶସ୍ୟ ବ୍ୟବହାର କରାଯାଇଥିଲା । ଏଥିରେ ଧାନ, ମାଣ୍ଡିଆ,…

ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ୪ ହଜାର ୧୬୬ ଜଣ ନୂଆ ଶିକ୍ଷକ ଯୋଗ ଦେଲେ

ଭୁବନେଶ୍ୱର: ବୁଧବାର ଓଡ଼ିଶାର ବିଭିନ୍ନ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ୪ ହଜାର ୧୬୬ ଜଣ ଶିକ୍ଷକ ଯୋଗ ଦେଇଛନ୍ତି। ଏମାନଙ୍କୁ ସାମିଲ କରିବା ପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ 'ନିଯୁକ୍ତି ପର୍ବ'ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନବ…

ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶର ବାରାଣସୀରୁ କେଉଁ ବଡ଼ ନେତା ଚ୍ୟାଲେଞ୍ଜ କରିବେ ସେ ଚିନ୍ତା କରୁଛି ବିରୋଧୀଙ୍କ ଇଣ୍ଡିଆ ବ୍ଲକ୍ । ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀ ବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରତିଦ୍ୱନ୍ଦ୍ୱିତା କରିବେ…

ଆଇଏଏସ ଆଶାୟୀଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ଦେଇ ହୃଦୟ ଜିତିଲେ ରାଜ୍ୟପାଳ

ମାଲକାନଗିରି: ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ରାଜ୍ୟପାଳ ରଘୁବର ଦାସ ଜଣେ ଆଇଏଏସ୍ ଅଫିସର ହେବାର ଇଚ୍ଛା ପୂରଣ କରିବା ପାଇଁ ଆର୍ଥିକ ସଙ୍ଘର୍ଷ କରୁଥିବା ଜଣେ ଝିଅଙ୍କୁ ଭେଟିଛନ୍ତି। ତାଙ୍କ ସଙ୍ଘର୍ଷରେ ମର୍ମାହତ ହୋଇ ରାଜ୍ୟପାଳ ବୁଧବାର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ…

ପାଖରେ ଅଧିକ ସୁନା ରଖିଲେ ଭରିବେ ଜରିମାନା

ନୂଆଦିଲ୍ଲୀ : ଭାରତୀୟମାନଙ୍କର ସୁନା ସବୁଠାରୁ ପ୍ରିୟ । ବିବାହଠାରୁ ଆରମ୍ଭ କରି ପୂଜା ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହାକୁ ପ୍ରାଧାନ୍ୟ ଦିଆଯାଇଥାଏ । ଏହା ଦୁନିଆର ସବୁଠାରୁ ମହଙ୍ଗା ଏବଂ ନିର୍ଭରଯୋଗ୍ୟ ଧାତୁ ମଧ୍ୟରୁ ଗୋଟିଏ । ସାଧାରଣତଃ ମହିଳାମାନେ ସୁନା ପିନ୍ଧିବା ସହ ପାଖରେ ରଖିବାକୁ ପସନ୍ଦ…

‘ବିଜେଡିର ବିକଳ୍ପ ବିଜେପି, ବୈଠକରେ ଦୁର୍ନୀତିଗ୍ରସ୍ତ ସରକାର ବାବଦରେ ଆଲୋଚନା ହେବ’

ଭୁବନେଶ୍ୱର: "ମିଶନ-୨୦୨୪"ର ଅଂଶବିଶେଷ ସ୍ୱରୂପ ଓଡ଼ିଶାର ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକମାନେ ନୂଆଦିଲ୍ଲୀରେ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟି ରାଜ୍ୟ ସରକାରଙ୍କୁ କାଉଣ୍ଟର କରିବା ପାଇଁ ରଣନୀତି ବିଷୟରେ ଆଲୋଚନା କରିବେ। ଯାହାକୁ ସେମାନେ ଦୁର୍ନୀତିଗ୍ରସ୍ତ ସରକାର ବୋଲି ଦାବି…